Movie prime

ଆସ୍ତେ ଆସ୍ତେ ସଲମାନ୍ ଙ୍କ ମୁଁହ ବଙ୍କା ହେବାକୁ ଲାଗିଲାଣି, କହିଲେ ମୁଁ ଏହି ଭୟାନକ ରୋଗ ରେ ପିଡ଼ିତ, ମୁଁ କେମିତି ବଞ୍ଚିଛି ମୁଁ ଜାଣିଛି

 
Special Report
ବର୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ବଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ସଲମାନ୍ ଖାନ୍ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।
ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।ତାଙ୍କୁ ଏକ ରୋଗ ହୋଇଥିବା କାରଣରୁ ସଲମାନ ଖାନ ଆ-ତ୍ମ-ହ-ତ୍ୟା କରିବାକୁ ଚାହୁଁଥିଲେ ବୋଲି ଜଣାପଡିଛି।ଏହି ଘଟଣାଟି ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।
Special Report
ଅଭିନେତା ସଲମାନ ଖାନ ଫିଲ୍ମ ଟ୍ୟୁବେଲାଇଟର ପ୍ରମୋସନ ଇଭେଣ୍ଟରେ କହିଛନ୍ତି ଯେ ସେ ଟ୍ରାଇଗେମିନାଲ୍ ନ୍ୟୁରାଲଜିଆ ନାମକ ଏକ ବିପଦ ଜନକ ସ୍ନାୟୁଗତ ରୋଗ ହୋଇଛି।ଏହି ରୋଗ ଏତେ ବିପଜ୍ଜନକ ଯେ
ଏହାକୁ ଆ-ତ୍ମ-ହ-ତ୍ୟା ରୋଗ ମଧ୍ୟ କୁହାଯାଏ।ଏହି ରୋଗ ଯାହାକୁ ହୋଇଥିବ ସେ ବହୁତ ଯନ୍ତ୍ରଣା ପାଇଥାଏ। ତେଣୁ ସେ ଆ-ତ୍ମ-ହ-ତ୍ୟା କରିବାକୁ ଚିନ୍ତା କରିବା ଆରମ୍ଭ କରିଥାନ୍ତି।
Special Report
ଏହି ରୋଗ ହେତୁ ଅନେକ ଥର ଆତ୍ମହତ୍ୟା କରିବାର ଚିନ୍ତା କରିଥିଲେ ବୋଲି ସଲମାନ କହିଛନ୍ତି। ଟ୍ରାଇଗେମିନାଲ୍ ନ୍ୟୁରାଲଜିଆ କ’ଣ ଏହା ଅନେକ ଲୋକ ଜାଣି ନାହାଁନ୍ତି।
ନ୍ୟୁରୋସର୍ଜନ ଏବଂ ସାଂସଦ ମେଡିକାଲ୍ ୟୁନିଭରସିଟିର HOD ଡାକ୍ତର ଯାଦବ କହିଛନ୍ତି ଯେ ଟ୍ରାଇଗେମିନାଲ୍ ନ୍ୟୁରାଲଜିଆ ହେଉଛି ଏକ କ୍ରନିକ ଯନ୍ତ୍ରଣା ଅବସ୍ଥା ଯାହା ମୁଣ୍ଡରେ ଥିବା ଟ୍ରାଇଗେମିନାଲ୍ କିମ୍ବା ପଞ୍ଚମ କ୍ରାନିଆଲ୍ ସ୍ନାୟୁକୁ ପ୍ରଭାବିତ କରିଥାଏ।
Special Report
ଏହି ସ୍ନାୟୁ ମୁଣ୍ଡର ଅନେକ ଅଂଶ ଦେଇ ଯାଇଥାଏ।ଏହି ରୋଗରେ ହଠାତ୍ ଅସହ୍ୟ ଯନ୍ତ୍ରଣା ଏବଂ ଜଳିବା ଅନୁଭବ ଆରମ୍ଭ ହୁଏ। ଏହି ଯନ୍ତ୍ରଣା ଏବଂ ଜଳିବା କିଛି ସେକେଣ୍ଡରୁ ଦୁଇ ମିନିଟ୍ ପର୍ଯ୍ୟନ୍ତ ରହିପାରେ।
ବେଳେବେଳେ ମୁହଁର ଉଭୟ ପାର୍ଶ୍ୱରେ ଏକାସାଙ୍ଗରେ କିମ୍ବା ଅଲଗା ଅଲଗା ଯନ୍ତ୍ରଣା ହୋଇପାରେ।ଏହି ରୋଗ ଯେ କୌଣସି ବୟସରେ ହୋଇପାରେ, କିନ୍ତୁ ୫୦ ବର୍ଷରୁ ଅଧିକ ଲୋକଙ୍କୁ ଏହି ରୋଗ ହେବାର ଆଶଙ୍କା ଅଧିକ।ପୁରୁଷଙ୍କ ଅପେକ୍ଷା ମହିଳାମାନେ ଏହି ରୋଗ ହେବାର ସମ୍ଭାବନା ଅଧିକ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.