Movie prime

ଶେଷ ରେ ମୁହଁ ଖୋଲିଲେ ସଲମାନ୍ ଙ୍କ ଧରମ ଭଉଣୀ ଙ୍କୁ ବିବାହ କରିଥିବା ଆୟୁଷ !! କହିଲେ ମତେ ଭଲ ସୁନ୍ଦରୀ ମିଳି ପାରିଥାନ୍ତା ହେଲେ..

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସଲମାନ୍ ଖାନ୍ ହେଉଛନ୍ତି ବଲିଉଡ ର ଏକ ଚର୍ଚ୍ଚିତ ଚେହେରା। ସଲମାନ୍ ଖାନ୍ ନାମ ମଧ୍ଯ ସବୁ ଠାରେ ବେଶ ପରିଚିତ ଅଟେ।
ଘରେ ଘରେ ପ୍ରତ୍ୟେକ ଲୋକ ତାଙ୍କୁ ବେଶ ଭଲ ଭାବରେ ମଧ୍ୟ ଚିହ୍ନନ୍ତି। ପ୍ରାୟତଃ ସମୟରେ ସଲମାନ୍ ଖାନ ବେଶ ଚର୍ଚ୍ଚାରେ ମଧ୍ଯ ରୁହନ୍ତି। କେବଳ ସଲମାନ୍ ଖାନ ନୁହଁନ୍ତି ତାଙ୍କ ବ୍ୟତୀତ ତାଙ୍କର ପରିବାର ଲୋକ ମାନେ ମଧ୍ୟ ଚର୍ଚ୍ଚାରେ ରୁହନ୍ତି।
Special Report
ତେବେ ଆପଣ ମାନେ ସଲମାନ୍ ଖାନ ଙ୍କ ଭଉଣୀ ଅର୍ପିତା ଖାନ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ସେ ସଲମାନ୍ ଙ୍କ ନିଜ ଭଉଣୀ ନହେଇ ମଧ୍ୟ ସେ ତାଙ୍କୁ ନିଜ ଭଉଣୀ ଠାରୁ ଅଧିକ ସ୍ନେହ କରନ୍ତି।
ସଲମାନ୍ ଖାନ ଙ୍କ ବାପା ସଲିମ୍ ଖାନ ତାଙ୍କୁ ଘରକୁ ନେଇ ଆସିଥିଲେ ସେହି ଦିନ ଠାରୁ ହିଁ ସେ ସଲମାନ୍ ଙ୍କ ଘରେ ରହି ଆସୁଛନ୍ତି। ସେ ଅଭିନେତା ଆୟୁଷ ଶର୍ମା ଙ୍କୁ ବିବାହ ମଧ୍ୟ କରିଛନ୍ତି। ନିକଟରେ ସେ ଇଦ ରେ ଏକ ପାର୍ଟି ଦେଇଥିଲେ ଯେଉଁଥିରେ କି ,
ବଲିଉଡ ର ବଡ଼ ବଡ଼ ଅଭିନେତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଆପଣ ମାନେ ଏହା ମଧ୍ୟ ଜାଣି ଥିବେ କି ଅର୍ପିତା ଙ୍କ ରଙ୍ଗ ଓ ଉଚ୍ଚତା ଙ୍କୁ ନେଇ ଅନେକ କଥା କୁହା ଯାଇଥିବା ବେଳେ ତାଙ୍କୁ ଅନେକ ଥଟ୍ଟା ଓ ପରିହାସ ମଧ୍ଯ କରାଯାଇ ଥାଏ।
Special Report
ହେଲେ ଏସବୁ କିଛି ଅର୍ପିତା ଶୁଣି ନଥାନ୍ତି। ନିକଟରେ ଅର୍ପିତା ଙ୍କ ସ୍ୱାମୀ ଅଭିନେତା ଆୟୁଷ ଶର୍ମା ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।
ସେହି ଭିଡିଓ ରେ ଆୟୁଷ କହିଛନ୍ତି କି ପ୍ରାୟତଃ ସମୟରେ ଅର୍ପିତା ଙ୍କ ଉଚ୍ଚତା ଓ ରଙ୍ଗ କୁ ନେଇ ଅନେକ କଥା କୁହା ଯାଇଥାଏ ଓ ଥଟ୍ଟା ପରିହାସ ମଧ୍ଯ କରାଯାଇ ଥାଏ। ହେଲେ ଅର୍ପିତା ଙ୍କ ବ୍ୟବହାର ଖୁବ୍ ସୁନ୍ଦର୍ ଅଟେ।
ସେ ଦେଖେଇ ହେବା ପଶନ୍ଦ କରନ୍ତି ନାହିଁ ବରଂ ସେ ଯାହା ସେମିତି ହିଁ ରହିବାକୁ ପଶନ୍ଦ କରନ୍ତି। ଆଉ ସେ ଗର୍ବିତ କି ସେ ଅର୍ପିତା ଙ୍କୁ ସେ ନିଜ ସ୍ତ୍ରୀ ଭାବରେ ପାଇଛନ୍ତି। ଆଉ ଏହା କହି ଆୟୁଷ ଶର୍ମା ସମସ୍ତ ଥଟ୍ଟା ପରିହାସ କରୁଥିବା ଲୋକଙ୍କ ମୁହଁ ବନ୍ଦ କରି ଦେଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.