Movie prime

ସେଦିନ ଯଦି ସଲମାନ୍ ମତେ ଏମିତି କରିବାକୁ କହି ନଥାନ୍ତେ ତାହାଲେ ଆଜି ମୋର ଦୁଇ ଦୁଇଟା ଛୁଆ ହୋଇ ନଥାନ୍ତା, ଧନ୍ୟବାଦ୍ ସଲମାନ୍ - କହିଲେ ବଲିଉଡ୍ ଅଭିନେତ୍ରୀ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ କୃଷ୍ଣ ଅଭିଷେକ ଓ କାଶ୍ମୀରା ସାହା ଙ୍କ ସମ୍ପର୍କରେ ବେଶ ଭଲ ଭାବରେ ଜାଣିଥିବେ ଉଭୟ ହେଉଛନ୍ତି ଟେଲିଭିଜନ ଜଗତର ଚର୍ଚ୍ଚିତ ଯୋଡ଼ି।
କୃଷ୍ଣ ଅଭିଷେକ ଙ୍କୁ ପ୍ରାୟତଃ ସମୟରେ ଅନେକ କମେଡି ଶୋ ମାନଙ୍କରେ ଦେଖିବାକୁ ମିଳିଥାଏ। ସେ ଖୁବ୍ ସୁନ୍ଦର୍ କମେଡି ମଧ୍ୟ କରନ୍ତି। ଏଥି ସହ ସେ ବଲିଉଡ୍ ର ଜଣେ ବରିଷ୍ଠ କଳାକାର ଗୋବିନ୍ଦା ଙ୍କ ଭଣଜା ମଧ୍ୟ।
Special Report
ଛୋଟ ବେଳୁ ସେ ଗୋବିନ୍ଦା ଙ୍କ ନିକଟରେ ବଢ଼ି ଥିବା ବେଳେ ବର୍ତ୍ତମାନ୍ ଆଉ ଦୁହିଁଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ନାହିଁ। ତେବେ ଆମେ ଏବେ ଆପଣଙ୍କୁ ଏହା କହିବାକୁ ଯାଉଛୁ କି କୃଷ୍ଣ ଅଭିଷେକ ଓ କଶ୍ମୀରା ସାହା ସରୋଗେଶି ଜରିଆରେ ମାଆ ହେବାକୁ ଯାଇଛନ୍ତି।
ଜୁନ୍ ମାସରେ ମଧ୍ଯ ସେମାନେ ଯାଆଁଳା ସନ୍ତାନର ମାଆ ବାପା ହେବାର ସୁଯୋଗ ମଧ୍ୟ ପାଇବେ। ଏହି ଖବର ପ୍ରକାଶ ପାଇବା ପରେ ଚାରିଆଡେ ଏହା ଚର୍ଚ୍ଚା ହେବାରେ ଲାଗିଛି କି କାଶ୍ମୀରା ତାଙ୍କ ଫିଗର ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି।
Special Report
ହେଲେ କାଶ୍ମୀରା ଏବେ ଏହାର ଖୁଲାସା କରିଛନ୍ତି। ସେ କହିଛନ୍ତି ସେ ବାରମ୍ବାର ଚେଷ୍ଟା କରିବା ପରେ ମଧ୍ଯ ସେ ଗ-ର୍ଭ ଧରଣ କରିବାରେ ବିଫଳ ହେଉଥିଲେ। ଯାହା ଫଳରେ ସେ IVF ତରିକା ଆପଣେଇ ଥିଲେ।
ସେଥିରେ ମଧ୍ଯ ୩ ବର୍ଷ ମଧ୍ୟରେ ସେ ୧୪ ଥର ବିଫଳ ହୋଇଥିଲେ। ଏହାପରେ ସେ ସମ୍ପୁର୍ଣ୍ଣ ଭାବରେ ନିରାଶ ହୋଇ ଯାଇଥିଲେ। ଡ଼ାକ୍ତର ତାଙ୍କୁ ସରୋଗେଶୀ ଜରିଆରେ ମାଆ ହେବା ପାଇଁ କହିଥିଲେ।
Special Report
ହେଲେ ଉଭୟ ସ୍ୱାମୀ ସ୍ତ୍ରୀ ଦୁହେଁ ଦ୍ଵନ୍ଦ ରେ ପଡି ଯାଇଥିଲେ। ମାତ୍ର ଏକଦା ତାଙ୍କର ସଲମାନ୍ ଖାନ ଙ୍କ ସହ ଦେଖା ହୋଇଥିଲା। ଆଉ ସଲମାନ୍ ଖାନ ମଧ୍ଯ ତାଙ୍କୁ ସରୋଗେଶୀ ଜରିଆରେ ମାଆ ହେବା ପାଇଁ କହିଥିଲେ।
ଏହାପରେ କୃଷ୍ଣ ଅଭିଷେକ ଓ କଶ୍ମୀରା ସାହା ଏହି ଉପାୟ କୁ ଆପଣେଇ ନେଇଥିଲେ। ଆଉ ଏବେ ଦୁହେଁ ସରୋଗେଶୀ ଜରିଆରେ ମାଆ ଓ ବାପା ହେବା ପାଇଁ ଯାଉଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.