Movie prime

ରିସର୍ଚ୍ଚ କରିବାରୁ ଜଣା ପଡ଼ିଲା ଅଲଗା ଦୁ-ନି-ଆ ଦେଖନ୍ତୁ ଏହା ଦେଖି ସମସ୍ତେ ଆଶ୍ଚର୍ୟ୍ଯ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପୃଥିବୀର ୭୦ ପ୍ରତିଶତ ପାଣିରେ ଘେରା ହୋଇ ରହିଛି। ଆଉ ଏହି ସମୁଦ୍ର ମଧ୍ୟରେ ସନ୍ଧାନ ଚାଲିଥିବା ବେଳେ କିଛି ଏଭଳି ଜିନିଷ ମାନଙ୍କର ସନ୍ଧାନ ମିଳିଛି
ଯାହାକୁ କି ଆପଣ ପୁର୍ବରୁ କେବେ ହେଲେ ମଧ୍ୟ ଦେଖି ନଥିବେ। ଆଉ ଏଭଳି ଜିନିଷର ସନ୍ଧାନ ମିଳିଥାଏ ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ। ଏହି ସମୁଦ୍ର ମଧ୍ୟରେ ଥିବା ଏକ ସହରକୁ ମଧ୍ୟ ଦେଖିବାକୁ ମିଳିଛି।
Special report
ସୁନା ଗହଣା ସହ ଅନେକ ଜାହାଜ ମାନଙ୍କ ଅବଶେଷ ମଧ୍ୟ ଦେଖିବାକୁ ମିଳି ଥାଏ। ଏହି ସହର ଟିର ଯେଉଁ ସନ୍ଧାନ ମିଳିଛି ତାହାର ନାମ ହେଉଛି ହେରାକ୍ଲିଅନ। ହେଲେ ଏହା ଜଣା ପଡି ନାହିଁ କି ଏହି ସହର ସମୁଦ୍ରରେ କିଭଳି ଭାବରେ ଲିନ ହୋଇ ଗଲା।
ଆପଣ ମାନେ ଜାଣିଥିବେ କି ଆମ ଦୁନିଆରେ ଯେତୋଟି ନିଦୀ ଅଛି ସେ ସବୁ ବହି କି ଯାଇ ସମୁଦ୍ରରେ ଲୀନ ହୋଇ ଯାଇଛି। ହେଲେ ଏକ ଏଭଳି ନଦୀ ଅଛି ଯାହାକି ସମୁଦ୍ରରୁ ହିଁ ବହୁଛି। ଏହା ହେଉଛି ମେକ୍ସିକୋ ରେ ଥିବା ଏକ ନଦୀ।
Special report
ଓଭର ଫିସ୍ ସମୁଦ୍ରରୁ ମିଳିଥିବା ବିଚିତ୍ର ଜୀବ ମାନଙ୍କ ମଧ୍ୟରୁ ଗୋଟେ ଅଟେ। ଏହା ଏକ ପ୍ରକାରର ମାଛ ଯାହାକି ଖୁବ୍ ଲମ୍ବା ହୋଇଥାଏ। ଏହାର ଲମ୍ବା ୧୫ ରୁ ୨୦ ଫୁଟ୍ ପର୍ଯ୍ୟନ୍ତ ହୋଇ ଥାଏ। ଆଉ ଏହାର ଲମ୍ବା ମଧ୍ୟ ୨୩ ଫୁଟ ବୋଲି ଥରେ ମପା ଯାଇଥିଲା ।
ଏହା ଜାପାନ ରେ ଅନେକ ସଂଖ୍ୟାରେ ଅଛନ୍ତି। ଜାପାନ ରେ ଏହି ମାଛ ଦେଖା ଯିବାକୁ ଖରାପ ସଙ୍କେତ ବୋଲି କୁହା ଯାଇଥାଏ। ଏହି ମାଛ ଦେଖା ଯିବା ମାତ୍ରେ ହିଁ କୌଣସି ନା କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିଥାଏ।
Special report
ସମୁଦ୍ର ମଧ୍ୟରେ ଏକ ପାର୍କ ର ମଧ୍ୟ ସନ୍ଧାନ ମିଳିଛି ଯାହାକୁ କି ସ୍କ୍ଲପଚର୍ ପାର୍କ ବୋଲି କୁହା ଯାଇଥାଏ। ଏହାକୁ ଜଣେ ବ୍ରିଟିଶ ର ମୂର୍ତ୍ତିକାର ସେଠାକୁ ଯାଇ ପ୍ରମାଣ କରିଥିଲେ। ଏହି ପାର୍କ ରେ ଭିନ୍ନ ଭିନ୍ନ ପ୍ରକାରର ମୂର୍ତ୍ତି ମାନଙ୍କୁ ମଧ୍ୟ ରଖା ଯାଇଛି।
ଏହି ମୂର୍ତ୍ତି ମାନଙ୍କ ନିର୍ମାଣ ବିଶେଷ ପଥରେ ହୋଇଛି। ଯାହାକି କି ପାଣିରେ ମଧ୍ୟ ଖରାପ ହୋଇ ନଥାଏ। ଏଠାରେ ଅନେକ ଅଧିକ ସଂଖ୍ୟକ ମୂର୍ତ୍ତି ମାନ ରହିଛି। ତେବେ ଆହୁରି ସମୁଦ୍ର ମଧ୍ୟରେ ଅନେକ ଜିନିଷ ରହିଛି ଯାହାକୁ ଜାଣିବା ପାଇଁ ଆପଣଙ୍କୁ ସଂପୂର୍ଣ୍ଣ ଭିଡିଓ ଦେଖିବାକୁ ପଡିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.