Movie prime

ଧରା ହେଲା ବିଶାଳ ତିମି ପେଟରୁ ବାହାରିଲା ୪୪ କୋଟି ଦେଖନ୍ତୁ କେମିତି ସମସ୍ତେ ଆଶ୍ଚର୍ଯ୍ୟ - Viral Video

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ତ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସିବା ସହ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special Report
ଏହି ଖବର ଏବେ ସାମ୍ନାକୁ ଆସିଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ଗୋଟିଏ ତିମି ମାଛ ପେଟରୁ କିଛି ଏଭଳି ଜିନିଷ ବାହାରିଲା ଯାହା ଆଶ୍ଚର୍ଯ୍ୟ କରିଦେବ । 
ତିମି ମାଛ ପେଟରୁ ମିଳିଲା ୪୪ କୋଟି ଟଙ୍କାର ଜିନିଷ । ଏବେ ପ୍ରଶ୍ନ ଆସୁଛି କି ତିମି ମାଛ ଏତେ ଟଙ୍କାର ସମ୍ପତ୍ତି । ଏହି କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଅଟେ । ପେଟ ଚିରି ବୈଜ୍ଞାନିକମାନେ ଏହି ତିମି ପେଟରୁ ଏହି ଜଣେ ନିଦ ବାହାର କରିଲେ ।
Special Report
ଏକ ବିଶାଳକାୟ ତିମି ମାଛ ପେଟରୁ ମିଳିଲା ଏହି ସମ୍ପତ୍ତି । ସମୁଦ୍ର କୂଳରେ ଏହି ବିଶାଳକାୟ ତିମି ମରି ପଡ଼ିଥିଲା । ଆଉ ଏହାର କାରଣ ଖୋଜିଥିଲେ ବୈଜ୍ଞାନିକମାନେ । ବୈଜ୍ଞାନିକମାନେ ଭାବୁଥିଲେ କି ଏହା କୌଣସି ବଡ ଜାହାଜ ଆଘାତରେ ମୃତ୍ୟୁବରଣ କରିଛି । କିନ୍ତୁ ତିମି ମାରିବାର କାରଣ ତାହା ନଥିଲା । 
ଏହି ଘଟଣା ବା ଏଭଳି ମୃ-ତ ତିମି ଦେଖିବାକୁ ମିଳିଛି ସ୍ପେନର କାନାରି ଦ୍ଵୀପ ଲାପାମା ସ୍ଥିତ ନୋଗିଲେସ ବେଳାଭୂମିରେ । ତାକୁ ଉଦ୍ଧାର କରି ଏହାର ମୃତ୍ୟୁର କାରଣ ଖୋଜୁଥିଲେ ବୈଜ୍ଞାନିକ । ଆଉ ଏହାର କାରଣ ଯାହା ବାହାରିଲା ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।
Special Report
ଆଉ ଏହି ଖବର ଏବେ ସାମ୍ନାକୁ ଆସିଛି । ଆଉ ଏହି ଖବରକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ତିମି ପେଟରୁ ବାହାରିଛି ଏକ ମୂଲ୍ୟବାନ ବସ୍ତୁ ଯାହାଦ୍ଵାରା ଏହି ତିମିର ମୃତ୍ୟୁ ହୋଇଛି । ଏହି ତିମି ପେଟରୁ ବାହାରିଥିବା ବସ୍ତୁ ବହୁତ ମୂଲ୍ୟବାନ ଥିଲା ।
ଏହି ବସ୍ତୁ ଯେମିତି ତାର ମୂଲ୍ୟ ସେମିତି । ୨୦ ପାଉଣ୍ଡ ଏକ ବସ୍ତୁ ତାର ପେଟରେ ଥିବା ଯୋଗୁଁ ମୃତ୍ୟୁ ହୋଇଛି ବୋଲି ବୈଜ୍ଞାନିକମାନେ ଖୋଜ କରିଛନ୍ତି । ଏହି ପଥରର ଓଜନ ୯.୫ କେଜି ଅଟେ । ଏହାର ବ୍ୟାସ ୬୦ ସେ.ମି । ଏହି ପଥର ଅମ୍ବର୍ ଗ୍ରୀସ ନାମରେ ପରିଚିତ ।
୧୦୦ ରୁ ଗୋଟିଏ ତିମି ପେଟରେ ଏହା ଜମି ଥାଏ । ବେଳେବେଳେ ତିମି ବାନ୍ତି କରିଲେ ଏହା ବାହାରକୁ ଆସିଥାଏ । ଆଉ ଏହା ତିମିର ମୃତ୍ୟୁ ବି ଏହାର କାରଣ ହୋଇଥାଏ । ଅତର ଆଦି ଅଧିକ ଦିନ ରଖିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ଏହି ପଥରର ମୂଲ୍ୟ ବହୁତ ଅଧିକ । କିଛି ବ୍ୟବସାୟୀ ଏହି ପଥରକୁ କିଣି ଥାଆନ୍ତି ।