Movie prime

ସାରା ଦୁନିଆକୁ କଣ ଲୁଚାଉଛି ଆମେରିକା ଜାଣନ୍ତୁ ସଫଳତା ପାଇବା ପରେ କାହିଁକି ୫୦ ବର୍ଷ ହେଲା ଚୁପ୍ ହେଇ ବସିଛି ଆମେରିକା

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଭାରତ ପ୍ରଥମ ଥର ପାଇଁ ଜହ୍ନ ରେ ପହଞ୍ଚିବାର ସ୍ବପ୍ନ ପୂରଣ କରିଛି।ଏଯାଏଁ କୌଣସି ଦେଶ ଜହ୍ନ ଏ ଦକ୍ଷିଣ ମେରୁ ରେ ପହଞ୍ଚି ପାରି ନାହିଁ।ଯାହାକି ଭାରତ କରି ଦେଖାଇଛି।ଏହି ସ୍ଥାନ ରେ ବହୁତ ଖାଲ ରହିଛି।ଏଥିପାଇଁ ଭାରତ କୁ ସବୁ ଦେଶ ଏବେ ଶୁଭେଚ୍ଛା ଜଣାଇଛନ୍ତି।
Special report
ପ୍ରଥମ ଥର ପାଇଁ ଭାରତ ଚନ୍ଦ୍ର ଯାନ ୩ କୁ ଚନ୍ଦ୍ର କୁ ପଠାଇଛି।ଏହା ପୂର୍ବ ରୁ ସେ ଦୁଇ ଥର ଚନ୍ଦ୍ର ଯାନ ପଠାଇ ଥିଲେ ମଧ୍ୟ ସଫଳ ହୋଇ ପାରି ନ ଥିଲା। ଏବଂ ଚନ୍ଦ୍ର କୁ ଯାଇଥିବା ପ୍ରଥମ ଦେଶ ହେଉଚି ଋଷିଆ ଓ ଆମେରିକା।ତେବେ କାହିଁକି ଆମେରିକା ଏବେ ମୁନ ମିଶନ କୁ ସ୍ଥଗିତ ରଖିଚି ତାହା ଏଯାଏଁ ଜଣା ପଡି ନାହିଁ।
ଏହା ପରେ ଅନ୍ୟ କୌଣସି ଦେଶ ମୁନ ରେ ପହଞ୍ଚି ପାରି ନାହିଁ। ସୂଚନା ଅନୁସାରେ ଚନ୍ଦ୍ର ରେ ବିକ୍ରମ ଲ୍ୟାଣ୍ଡର ପହଞ୍ଚି ସାରିଛି।ସେଠାରେ ପ୍ରାୟ ଚାରି ଘଣ୍ଟା ପରେ ଓହ୍ଲାଇ ଥିଲା ପ୍ରଜ୍ଞାନ ରୋବଟ।ସେ ଏବେ ସେଠାରେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରୁଛି।ଖୁବ୍ ଶୀଘ୍ର ସେଠାରେ ଜୀବନ ଯାପନ କରିବା ସମ୍ଭବ ହେବ ବୋଲି କୁହାଯାଉଛି।
ଜହ୍ନ ରେ ପାଦ ରଖିବା ପାଇଁ ପ୍ରଥମ ବ୍ୟକ୍ତି ହେଉଛନ୍ତି ଜଣେ ଆମେରିକୀୟ।ସେ ହେଲେ ନିଲ ଆର୍ମଷ୍ଟ୍ରଙ୍ଗ।କେବଳ ଏତିକି ନୁହେଁ।ଜହ୍ନ ରେ ପାଦ ରଖିଥିବା ସମସ୍ତ ୧୨ ଜଣ ଲୋକ ହେଉଛନ୍ତି ଆମରିକୀୟ।ସେ ଯେଉଁ ଥିରେ ଯାଇଥିଲେ ତାହାର ନାମ କୌଣସି ରାଜା ଙ୍କ ନାମ ରେ କରା ଯାଇଥିଲା।
Special report
ତାଙ୍କ ପଛରେ କେବଳ ନମ୍ବର ପରିବର୍ତ୍ତନ ହେଉ ଥିଲା।ନାମ ସମାନ ରହୁଥିଲା।ଆପୋଲୋ ନାମ ରେ ସେ ଯନ୍ତ୍ର ର ନାମ ରହୁଥିଲା।ନମ୍ବର ୧୧ ରୁ ୧୭ ଯାଏଁ ରହୁଥିଲା।ଆପୋଲୋ ହେଉଚି ଏକ ଗ୍ରୀକ୍ ଦେବତା ଙ୍କ ନାମ।ଯାହାଙ୍କ ନାଆଁ ରେ ନାସା ତା ର ସ୍ପେସ ପ୍ରୋଜେକ୍ଟ ର ନାମ ରଖିଥିଲା।
୧୯୬୫ ମସିହା ରେ ଜନ କେନେଡି କହିଥିଲେ କି ଏହି ଦଶକ ରେ ଜହ୍ନ ରେ ଆମେରିକା ମଣିଷ କୁ ପଠାଇବ। ଏବଂ ତାଙ୍କୁ ସୁରକ୍ଷିତ ଭାବେ ଦେଶ କୁ ଫେରାଇ ଅଣାଯିବ।ଏହା ପରେ ତାଙ୍କ କଥା ସତ୍ୟ ପ୍ରମାଣିତ ହେଲା।
ଏହି ସ୍ବପ୍ନ କୁ ପୁରଣ କରିଥିଲା ଆପୋଲୋ ୧୧।କିନ୍ତୁ ଏବେ କଣ ପାଇଁ ନାସା ପଛ ଘୁଞ୍ଚା ଦେଉଚି।୪୮ ବର୍ଷ ହେଲାଣି ନାସା ର କୌଣସି ବୈଜ୍ଞାନିକ ଆସୁ ଜହ୍ନ କୁ ଯାଇ ନାହାନ୍ତି।ଏହାର କାରଣ ଶୁଣା ଯାଉଚି କି ଜହ୍ନ କୁ ଯିବା ପାଇଁ ବହୁତ ଅର୍ଥ ର ଆବଶ୍ୟକତା ଥାଏ।
ଯେଉଁଥି ପାଇଁ ନାସା ସ୍ପେସ ଆସୁ ଜହ୍ନ କୁ ମଣିଷ ଙ୍କୁ ପଠାଇ ନାହିଁ।ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ ର ଏଭଳି କାର୍ଯ୍ୟ ଦେଖି ନାସା ମଧ୍ୟ ତାକୁ ବହୁତ ପ୍ରଶଂସା କରିଛି।କେବଳ ନାସା ନୁହେଁ ସାରା ବିଶ୍ବ ସ୍ତର ରୁ ଏବେ ଅନେକ ପ୍ରଶଂସା ମିଳୁଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.