Movie prime

ଏଲିଅନ ଥିବାର ମିଳିଲା ପ୍ରମାଣ ଦେଖନ୍ତୁ ସତ ହେଲା ରିସର୍ଚ୍ଚ ଦେଖାଗଲେ ଦିତୀୟ ପ୍ରଜାତିର ପ୍ରାଣୀ !!

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଲାଟିନ ଆମେରିକୀୟ ଦେଶ ମାକ୍ସିକୋରେ ଦେଖିବାକୁ ମିଳିଛି ଏକ ଅସାଧାରଣ ଘଟଣା। ଯାହାକୁ ମାନବ ସଭ୍ୟତାର ଇତିହାସରେ ବ୍ୟାଖ୍ୟାକାରୀ ମୁହୂର୍ତ୍ତ ବୋଲି କୁହାଯାଏ। ତେବେ କଣ ସେହି ଘଟଣା ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
Special report
ତେବେ ବନ୍ଧୁଗଣ ମେକ୍ସିକୋ ସଂସଦରେ ଦେଖାଯାଇଛି ‘ଏଲିୟନ୍‌’ର କଙ୍କାଳ। ଯାହାକୁ ନେଇ ମଙ୍ଗଳବାର ଏଠାରେ ମେକ୍ସିକାନ୍ ଜର୍ଣ୍ଣାଲିଷ୍ଟ୍ ତଥା ୟୁଫୋଲୋଜିଷ୍ଟ୍ ଜ୍ୟାମି ମୋସାନ୍ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। 
ସେ ଦୁଇଟି କଙ୍କାଳକୁ ଦେଖାଇ ଏହାକୁ ଏଲିୟନ୍‌ର ବୋଲି କହିଛନ୍ତି। ଆହୁରି ସେ ଦାବି କରିଛନ୍ତି ଯେ ଏହାକୁ କାର୍ବନ୍ ଡେଟିଂ ଜରିଆରେ ରିସର୍ଚ୍ଚ କରାଯାଇଛି। ଏହି ଦୁଇଟି କଙ୍କାଳ ୧୦୦୦ ବର୍ଷରୁ ବି ଅଧିକ ପୁରୁଣା।
Special report
ଏ ଘଟଣା ଜଣାପଡିବା ପରେ ବର୍ତ୍ତମାନ ଏହାର ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଦୁଇଟି କାଠବକ୍ସରେ ଦୁଇଟି ମୃତଦେହକୁ ରଖାଯାଇଛି, ଯାହା ଏଲିୟନ୍‌ର ବୋଲି ଦାବି କରାଯାଉଛି। ସୋମନଙ୍କ ଉଚ୍ଚତା ବହୁତ କମ୍ ରହିଛି। 
ଏମାନଙ୍କ ହାତରେ ମାତ୍ର ୩ଟି ଆଙ୍ଗୁଳି ଅଛି। ସୂଚନା ଅନୁସାରେ, ମେକ୍ସିକୋ ସଂସଦରେ ୟୁଏଫ୍‌ଓ ବିଶେଷଜ୍ଞ ଜ୍ୟାମି ମୋସାନ୍‌ଙ୍କ ଉପସ୍ଥିତିରେ ଦୁଇଟି ଏଲିୟନର ମୃତଦେହକୁ ସମସ୍ତଙ୍କ ସମ୍ମୁଖରେ ପ୍ରଦର୍ଶିତ କରାଯାଇଛି।
Special report
ଏହାକୁ ପେରୁର କୁସ୍କୋରୁ ଉଦ୍ଧାର କରାଯାଇଥିବା କୁହାଯାଇଛି। ୧୦୦୦ ବର୍ଷର ପୁରୁଣା ଏହି ମୃତଦେହକୁ ମେକ୍ସିକୋର ଜାତୀୟ ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟ ଦ୍ୱାରା କାର୍ବନ ଡେଟିଂ ପ୍ରକ୍ରିୟା ମାଧ୍ୟମରେ ବିଶ୍ଳେଷଣ କରାଯାଇଥିଲା। 
ସଂସଦରେ ଏଲିୟନର ମୃତଦେହକୁ ପ୍ରଦର୍ଶିତ କଲାବେଳେ ସେଠାରେ ଆମେରିକୀୟ ନୌସେନାର ପାଇଲଟ୍ ରୟାନ୍ ଗ୍ରେଭ୍‌ସ ଉପସ୍ଥିତ ଥିଲେ। ସେ ଦାବି କରିଛନ୍ତି ଯେ ଅନେକ ଥର ୟୁଏଫ୍‌ଓ ସହିତ ତାଙ୍କର ସାମ୍ନା ହୋଇଛି।
ଏହି ମୃତଦେହ ଗୁଡ଼ିକର ମଣିଷ ସହିତ କୌଣସି ସମ୍ବନ୍ଧ ନାହିଁବୋଲି ମଧ୍ୟ ସେ ଦାବି କରିଥିଲେ। ତେବେ ଏହାର କିଛି ସତ୍ୟତା ରହିଛି ନା ତାହା ପଛରେ ବିଦେଶୀ ମାନଙ୍କର କୌଣସି ଷଡଯନ୍ତ୍ର ରହିଛି ଏଭଳି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.