Movie prime

ଅଚାନକ ଶାହରୁଖ କ୍ୟାମେରା ଆଗକୁ ଆସି କହିଲେ,ଆଗକୁ ମୋ ଝିଅ ଭାରତ ର ନମ୍ବର ୱାନ ବଲିଉଡ୍ ଅଭିନେତ୍ରୀ ହେଇ ରହିବ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଶାହରୁଖ୍ ଖାନ ବଲିଉଡ଼ ର ନାମି ଦାମି କଳାକାର ମାନଙ୍କ ମଧ୍ୟ ରୁ ଅନ୍ୟତମ।ସେ ତାଙ୍କ ଅଭିନୟ ମାଧ୍ୟମ ରେ ଶହ ଶହ ଲୋକ ଙ୍କୁ ନିଜର ଫ୍ୟାନ୍ସ୍ କରି ସାରିଛନ୍ତି।ବଲିଉଡ଼ ରେ ସମସ୍ତଙ୍କ ସହିତ ହସ ଖୁସି ରେ ମିଶୁଥିବା ଏହି ଅଭିନେତା ଜଣକ କିନ୍ତୁ
Special Report
 ନିଜ ବ୍ୟକ୍ତିଗତ ଜୀବନ ରେ ମଧ୍ୟ ଆହୁରି ପରିଚିତ।ସେ ସମସ୍ତ ଙ୍କ ସହିତ ଭଲ ରେ ବ୍ୟବହାର ଦେଖାଇ ଥାନ୍ତି।କେବଳ ସେତିକି ନୁହେଁ ସେ ବର୍ତ୍ତମାନ ଯେଉ ଘରେ ରହୁଛନ୍ତି ତା ନାମ ହେଉଛି ମନ୍ନଥ।ଯାହାକି ବର୍ତ୍ତମାନ ସମୟରେ ବେଶୀ ଚର୍ଚ୍ଚା ର ବିଷୟ।
ଭାରତ ରେ ଥିବା ନାମିଦାମି ସୁନ୍ଦର ବଙ୍ଗଳା ମଧ୍ୟରେ ଶାହରୁଖ୍ ଙ୍କ ମନ୍ନଥ ହେଉଛି ଅନ୍ୟତମ।ଓ ତାଙ୍କ ଝିଅ ମଧ୍ୟ ଏହି କିଛି ଦିନ ତଳେ ଏକ ଫାର୍ମ ହାଉସ ର ମାଲିକାଣି ହୋଇଛନ୍ତି।ଯେଉଁଥିପାଇଁ ସୋସିଆଲ୍ ମିଡ଼ିଆ ରେ ତାଙ୍କ ଝିଅ ବିଷୟ ରେ ଅଧିକ ଚର୍ଚ୍ଚା ହେଉଛି।
Special Report
ଶାହରୁଖ୍ ଖାନ୍ ସବୁବେଳେ ତାଙ୍କର ଦୁଇ ପିଲା ଙ୍କ ପାଇଁ ଚର୍ଚ୍ଚା ରେ ରହିଥାନ୍ତି।ତାଙ୍କର ବଡ଼ ପୁଅ ଆର୍ୟନ୍ ଖାନ ଙ୍କ ପାଇଁ ସେ ଅନେକ ଥର କୋର୍ଟ ଦଉଡ଼ି ଲେଣି।ସେହି ସମୟ ରେ ତାଙ୍କ ଝିଅ ଏକ ସୁନ୍ଦର ଫ୍ଲାଟ କିଣି ଛନ୍ତି।ଯାହାକୁ ସମସ୍ତେ ଅଧିକ ପସନ୍ଦ କରିଛନ୍ତି।
ଆମେ ଆପଣଂକୁ କହି ଦେବାକୁ ଚାହୁଁଛୁ ଯେ ଶାହରୁଖ୍ ଖାନ ଙ୍କ ଝିଅ ସୁହାନା ଖାନ ଖୁବ ଶୀଘ୍ର ଏକ ୱେବ୍ ସିରିଜ୍ ରେ ନଜର ଆସିବେ।ଯାହାର ଟ୍ରେଲର ମଧ୍ୟ ରିଲିଜ ହୋଇ ସାରିଛି।ତାଙ୍କ ଅଭିନୟ କୁ ଦେଖି ସୋସିଆଲ୍ ମିଡ଼ିଆ ରେ ଅଧିକ ପ୍ରଶଂସା କରା ଯାଇଛି।
Special Report
ଏବଂ କୁହା ଯାଇଛି ଯେ ସେ ମଧ୍ୟ ତାଙ୍କ ବାପା ଙ୍କ ଭଳି ବହୁତ ଜଲଦି ଏକ ବଡ଼ ଅଭିନେତ୍ରି ହୋଇ ବଲିଉଡ଼ ରେ ନା ରଖିବେ।ତାଙ୍କର ଏହି କାମ ପାଇଁ ତାଙ୍କ ବାପା ଶାହରୁଖ୍ ଖାନ ଓ ମା ଗୌରୀ ଖାନ୍ ମଧ୍ୟ ଝିଅ ର ଅନେକ ପ୍ରଶଂସା କରିଛନ୍ତି।ଚାରିଆଡେ ମିଠା ବାଣ୍ଟୁ ଥିବାର ଦେଖା ଯାଉଥିଲା।
କୁହା ଯାଉଛି ଯେ ସୁହାନା ବଲିଉଡ଼ ରେ ପାଦ ରଖିବା ପର ଠାରୁ ଏତେ ବଡ଼ ବଙ୍ଗଳା କିଣିଛନ୍ତି।ଏହି ବଙ୍ଗଳା ର ମୂଲ୍ୟ ହେଉଛି ପାଖାପାଖି ୧୨କୋଟି ୯୦ ଲକ୍ଷ ଟଙ୍କା।
ଏହି ଆଲିଷାନ୍ ବଙ୍ଗଳା କୁ ଦେଖିଲେ ସମସ୍ତେ ଆଶ୍ଚଯ୍ୟ ହୋଇ ଯିବେ।ଏହି ବଙ୍ଗଳା ଟି ଆଲିଗଡ ର ଥାଲ୍ ଗ୍ରାମ ରେ କିଣା ଯାଇ ଅଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.