Movie prime

ଶେଷରେ ଶାହରୁକ୍ ଆଉ ପ୍ରିୟଙ୍କା ପ୍ରେମ ପାଇଁ ଆଗେଇ ଆସିଲେ ପତ୍ନୀ ଗୌରୀ, କହିଲେ ମୁଁ ଥିବା ଯାଏଁ ଏଇ ଲଭ୍ ଷ୍ଟୋରି ଆଗେଇ ପାରିବନି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଏକ ବଡ଼ ଖବର ସାମ୍ନା କୁ ଆସି ପହଞ୍ଚିଛି କି ପ୍ରିୟଙ୍କା ଚୋପ୍ରା ଙ୍କ ଉପରେ ରାଗନ୍ତି ଗୌରୀ ଖାନ। ଏଥିପାଇଁ ମଧ୍ୟ ସେ ଶାହରୁଖଙ୍କୁ ମଧ୍ଯ ତାଗିଦ୍ କରିଥିଲେ।
Special report
ପ୍ରିୟଙ୍କା ଙ୍କ ସହ ଫିଲ୍ମ୍ ନକରିବା ପାଇଁ ସେ ଶାହରୁଖ ଙ୍କୁ ଚେତାବନୀ ମଧ୍ଯ ଦେଇଥିଲେ।ଶାହରୁଖ , ପ୍ରିୟଙ୍କା ଓ ଗୌରୀ ଙ୍କ ମଧ୍ୟରେ ହୋଇଥିବା ମତଭେଦ ସମ୍ପର୍କରେ ସମସ୍ତେ ମଧ୍ଯ ଜାଣି ଥାଆନ୍ତି। ବଲିଉଡ ରେ ଶାହରୁଖ ଓ ପ୍ରିୟଙ୍କା ଙ୍କ ଯୋଡ଼ିକୁ ସବୁ ପସନ୍ଦ କରୁଥିଲେ।
ହେଲେ ସେମାନେ ଆଉ ଏକାଠି କାମ କରି ନଥିଲେ। ଫିଲ୍ମ୍ ଡନ ଏବଂ ଡନ -୨ ରେ ପ୍ରିୟଙ୍କା ଓ ଶାହରୁଖ ଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ସେ ଦୁହିଁଙ୍କୁ ଏକାଠି ଦେଖିବା ପରେ ଲୋକମାନେ ମଧ୍ଯ ପ୍ରାୟ ପାଗଳ ହୋଇ ଯାଇଥିଲେ।
ଦୁହେଁ ହେଉଛନ୍ତି ଚମତ୍କାର ଅଭିନେତା ଓ ସେମାନଙ୍କ ଟ୍ୟାଲେଣ୍ଟ କୁ ମଧ୍ଯ ସେମାନେ ପ୍ରମାଣ କରିଛନ୍ତି। ବଲିଉଡ ହେଉଛି ଏଭଳି ଏକ ଇଣ୍ଡଷ୍ଟ୍ରି ଯେଉଁଠି ଗୋଟେ ଗୁଜବ ଜଣେ ଅଭିନେତା ର କ୍ୟାରିୟର କୁ ନଷ୍ଟ କରି ପାରେ।
Special report
ଏହା ଅନେକ ବନ୍ଧୁତା ଭାଙ୍ଗି ପାରେ ଓ ସମ୍ପର୍କକୁ ମଧ୍ୟ ଜଟିଳ କରିପାରେ।ଶାହରୁଖ ଖାନ୍ ଓ ପ୍ରିୟଙ୍କା ଚୋପ୍ରା ଙ୍କ ସହ ମଧ୍ଯ ସମାନ ଭାବରେ ଘଟଣା ଘଟିଛି।
ଏପରି ଏକ ସମୟ ଆସିଥିଲା ସେତେବେଳେ ଲୋକମାନେ ଶାହରୁଖ ଖାନ ଙ୍କ ବିବାହ ପରେ ତାଙ୍କର ପ୍ରେମ ସମ୍ପର୍କ ବିଷୟରେ ମଧ୍ୟ କହିଥିଲେ। ଏବଂ ପ୍ରିୟଙ୍କା ଚୋପ୍ରା ଙ୍କୁ ମଧ୍ୟ ବଲିଉଡ ର ଏହି କଠୋରତା ର ସାମ୍ନା କରିବା ପାଇଁ ପଡିଥିଲା।
ଏହାକୁ ନେଇ ସେମାନେ ସବୁବେଳେ କହି ଆସୁଥିଲେ କି ସେମାନେ ପରସ୍ପର କୁ ସମ୍ମାନ ମଧ୍ଯ କରନ୍ତି। ଦୁହିଁଙ୍କ ସମ୍ପର୍କରେ ଉଠିଥିବା ଏହି ଗୁଜବ ମଧ୍ୟ ପ୍ରମାଣିତ ହୋଇ ପାରି ନଥିଲା। ହେଲେ ମଧ୍ୟ ଉଭୟ ଜଟିଳ ସମସ୍ୟାର ସମ୍ମୁଖୀନ ହୋଇ ଥିଲେ।
ଏହାପରେ ଗୌରୀ ଖାନ ,ପ୍ରିୟଙ୍କା ଙ୍କ ସହ କାମ କରିବାକୁ ମଧ୍ଯ ଶାହରୁଖ ଖାନ ଙ୍କୁ ମନା କରି ଦେଇଥିଲେ। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.