Movie prime

ହେ ଭଗବାନ! ଜୀବନ କଣ ପାଣି ଫୋଟକା ?? ଘଷି ହୋଇ ଗାଧଉଥିଲା ବେଳେ ଚାଲିଗଲା ଜୀବନ, ଶୋକ ରେ ପୁରା ବଲିଉଡ୍

 
Special Report
ନମସ୍କାର ବନ୍ଧୁଗଣ।ଆପଣ ମାନେ ଜାଣି ଥିବେ ଯେ ବଲିଉଡ଼ ରେ ସବୁବେଳେ କିଛି ନା କିଛି ଘଟଣା ମାନ ଘଟିଥାଏ।ଯାହାକି ସବୁବେଳେ ଚର୍ଚ୍ଚା ର ବିଷୟ ପାଲଟି ଯାଏ।ବଲିଉଡ଼ ର ଜଣେ ଜଣା ଶୁଣା ଅଭିନେତା ହେଉଛନ୍ତି ଅଭିଷେକ ବଚ୍ଚନ।ସେ ବିଗ ବି ଅମିତାଭ ବଚ୍ଚନ ଙ୍କ ପୁଅ।
Special Report
ସେ ବଲିଉଡ଼ କୁ ଅନେକ ହିଟ ଫିଲ୍ମ ମଧ୍ୟ ଦେଇଛନ୍ତି।ତାଙ୍କର ଅଭିନୟ ଜୀବନ ସହିତ ବ୍ୟକ୍ତିଗତ ଜୀବନ କୁ ନେଇ ମଧ୍ୟ ସବୁବେଳେ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ହୋଇଥାଏ।ସେ ବିଶ୍ୱ ସୁନ୍ଦରି ଐଶଯ୍ୟା ରାଏ ଙ୍କୁ ବିବାହ କରିଛନ୍ତି।ତାଙ୍କର ଗୋଟେ ଝିଅ ମଧ୍ୟ ଅଛି।
ବର୍ତ୍ତମାନ ସମୟରେ ଏକ ବଡ଼ କଥା ହେଉଛି ସେ ବହୁତ ଦୁଖ ରେ ଅଛନ୍ତି ବୋଲି ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି।ସେ ଯାହାକୁ ବେଶୀ ଭଲ ପାଉଥିଲେ।ସେ ତାଙ୍କୁ ଛାଡି ଚାଲି ଯାଇଛନ୍ତି।କେବଳ ଅଭିଷେକ ବଚ୍ଚନ କାହିଁକି ପୁରା ବଲିଉଡ଼ ଏଥିପାଇଁ ଶୋକ ପାଳନ କରୁଛି।
Special Report
ଆପଣ ମାନେ ଜାଣି ଥିବେ ଯେ ବଲିଉଡ଼ ର ଅଭିନେତା ସତିଷ କୌଷିକ୍ ଙ୍କୁ।ଯିଏ କି ଏହି ଅଳ୍ପ ଦିନ ଆଗରୁ ଆମ ସମସ୍ତ ଙ୍କୁ ଛାଡି ଚାଲି ଯାଇଛନ୍ତି।ତାଙ୍କ ବିୟୋଗ ରେ ବଲିଉଡ଼ ରେ ଏକ ଶୁନ୍ୟସ୍ଥାନ ସୃଷ୍ଟି ହୋଇଛି।ଅନେକ ଅଭିନେତା ମାନେ ତାଙ୍କ ବିୟୋଗ ରେ ଶୋକ ପାଳନ କରିଛନ୍ତି।
ଏଥିପାଇଁ ଭାଙ୍ଗି ପଡିଛନ୍ତି ବଲିଉଡ଼ ଅଭିନେତା ଅଭିଷେକ ବଚ୍ଚନ।ସେ ସତୀଶ କୌଷିକ୍ ଙ୍କୁ ବହୁତ ଭଲ ପାଉଥିଲ।ବଲିଉଡ଼ ରେ ଯେମିତି ଜଣକ ପରେ ଜଣେ ଦୁରେଇ ଯାଉଛନ୍ତି ।ତାଙ୍କ ଜୀବନ ରେ ଆଉ କେହି ବି ଏମିତି ନ ଥିଲେ ଯିଏ କି ତାଙ୍କୁ ଏତେ ଭଲ ପାଉଥିଲେ।
Special Report
ଅଭିଷେକ ବଚ୍ଚନ୍ ଜଣେ ଭଲ ଅଭିନେତା।ତାଙ୍କ ବିଷୟ ରେ ସୋସିଆଲ୍ ମିଡ଼ିଆ ରେ ଅନେକ ଚର୍ଚ୍ଚା ହୋଇ ଥାଏ।ଅମିତାଭ ବଚ୍ଚନ ଯେଉଁ ଭଳି ତାଙ୍କ ସ୍ଥାନ ବଜାୟ ରଖିଥିଲେ।ତାଙ୍କ ପୁଅ ସେଭଳି କରି ପାରି ନାହାନ୍ତି।
ଅଭିଷେକ ବଚ୍ଚନ ଅନେକ ଭଲ ଭଲ ଫିଲ୍ମ କରିଥିଲେ ମଧ୍ୟ ଲୋକ ଙ୍କ ପାଖରେ ତାଙ୍କ ବାପା ଙ୍କ ଭଳି ଲୋକ ପ୍ରିୟତା ଅର୍ଜନ କରି ପାରୁ ନାହାନ୍ତି।ସେ ବହୁତ କମ୍ ବୟସ ରୁ ବଲିଉଡ଼ ରେ ପ୍ରବେଶ କରିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.