Movie prime

ସୋନିଆ ଗାନ୍ଧୀ କହିଲେ, ଯଦି ତୁମେ ମାନେ ମୋଦୀ ଙ୍କୁ ହଟାଇ କଂଗ୍ରେସ କୁ ଭୋଟ ଦେବ ତାହାଲେ ଆମେ ଗ୍ୟାସ ଦର ୫୦୦/- କରିଦେବୁ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ତେଲେଙ୍ଗାନା ରେ କଂଗ୍ରେସ ଦେଇଛି ତାର ନିର୍ବାଚନୀ ଗ୍ୟାରେଣ୍ଟି। ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଭତ୍ତା ମିଳିବ ବୋଲି ମଧ୍ୟ କହିଛି କଂଗ୍ରେସ। ଆଉ ମହିଳା ମାନଙ୍କୁ ଦିଆଯିବ ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର।
Special report
ଆପଣ ମାନେ ଜାଣିଥିବେ କି ଚଳିତ ବର୍ଷର ଶେଷ ବେଳକୁ ତେଲେଙ୍ଗାନା ରେ ବିଧାନସଭା ନିର୍ବାଚନ ହେବା ପାଇଁ ଯାଉଛି। ରାଜ୍ୟରେ ମଧ୍ୟ କଂଗ୍ରେସ ନେତା ମାନେ ଘନ ଘନ ସଭା ଓ ରାଲି କରୁଛନ୍ତି।
କଂଗେସ ନେତା ସୋନିଆ ଗାନ୍ଧୀ ମଧ୍ୟ ତେଲେଙ୍ଗାନା ରେ ଏକ ରାଲି କୁ ସମ୍ବୋଧନ କରିଛନ୍ତି। ସୋନିଆ ରାଲି ରେ କହିଛନ୍ତି କି ସେ ମଧ୍ୟ ତେଲେଙ୍ଗାନା ର ଏକ ଅଂଶ ହେବା ପାଇଁ ଚାହୁଁଛନ୍ତି। ନିର୍ବାଚନ ଜିତିଲେ ଛଅ ଗୋଟି ଗ୍ୟାରେଣ୍ଟି ଦେବା ପାଇଁ ଘୋଷଣା କରିଛନ୍ତି।
Special report
ତେଲେଙ୍ଗାନା ରେ କଂଗ୍ରେସ ଜିତିଲେ ଚା ଗୋଟି ପ୍ରତିଶ୍ରୁତି କୁ ନିଶ୍ଚିତ ଭାବରେ ପୂରଣ କରାଯିବ ବୋଲି ସୋନିଆ ଗାନ୍ଧୀ କହିଛନ୍ତି। ଆଉ ସବୁ ବର୍ଗର ଲୋକ ମାନଙ୍କ ପାଇଁ କାମ କରିବା ତାଙ୍କର ସ୍ବପ୍ନ ବୋଲି ମଧ୍ୟ କହିଛନ୍ତି।
୧:- ପ୍ରଥମେ ତ ମହିଳା ମାନଙ୍କୁ ପ୍ରତି ମାସରେ ଭତ୍ତା ଦିଆଯିବ।ମହିଳାଙ୍କ ପାଇଁ ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର।ବସ ରେ ମହିଳା ମାନଙ୍କ ପାଇଁ ମାଗଣା ଯାତ୍ରା ସୁବିଧା।
୨:- କୃଷକ ଓ ଭାଗ ଚାଷୀ ମାନଙ୍କୁ ବର୍ଷ କୁ ୧୫ ହଜାର ଟଙ୍କା। ଚୁକ୍ତି ଭିତ୍ତିକ ଶ୍ରମିକଙ୍କୁ ୧୨ ,୦୦୦ ଧାନ ଚାଷ ପାଇଁ ୫୦୦ ତାଙ୍କ 
Special report
୩:- ୨୦୦ ୟୁନିଟ ମାଗଣା ବିଜୁଳୀ ଯୋଗାଇ ଦିଆ ଯିବ ବୋଲି ମଧ୍ୟ ଏହା କୁହା ଯାଇଛି।
୪:- ଯେଉଁ ମାନଙ୍କ ଘର ନାହିଁ ଘର ଯୋଗାଇ ଦିଆ ଯିବା ସହିତ ୫ ଲକ୍ଷ ଟଙ୍କା ମଧ୍ୟ ଦିଆଯିବ।
୫:- ଯୁବ ବିକାଶ ପାଇଁ ଛାତ୍ର ଙ୍କୁ ୫ ଲକ୍ଷ ଟଙ୍କା ଵିଦ୍ୟା ଭରଷା କାର୍ଡ ମଧ୍ୟ ଦିଆ ଯିବ। ଏବଂ ତେଲେଙ୍ଗାନାର ଆନ୍ତର୍ଜାତିକ ସ୍କୁଲ୍ ମଧ୍ୟ ଖୋଲାଯିବ ବୋଲି କଂଗ୍ରେସ ଘୋଷଣା କରିଛି।
୬: ସେହିଭଳି ମାସିକ ୪ ହଜାର ଟଙ୍କା ପେନସନ ମଧ୍ୟ ଦିଆଯିବ।
ତେବେ ଏହି ଘୋଷଣା ସମ୍ପର୍କରେ ଆପଣ ମାନେ କଣ କହିବାକୁ ଚାହିଁବେ ତାହା ଆପଣ ଆମକୁ ନିଶ୍ଚିତ ଭାବରେ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.