Movie prime

ଶ୍ରୀଦେବୀ ମରିଗଲା ପରେ ତାଙ୍କ ଝିଅ ଏବେ ଧୁମ୍ ମଜା କରୁଚି, କିଏ ସେ ଝିଅ ଯିଏ ଶ୍ରୀ ଦେବି ଙ୍କ ଝିଅ କୁ କରିଚି ପାଗଳ

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ଙ୍କୁ ଜଣା ଥିବ ବଲିଉଡ଼ ର ସୁନ୍ଦରି ଅଭିନେତ୍ରୀ ମାନଙ୍କ ମଧ୍ୟ ରୁ ଶ୍ରୀଦେବି ଅନ୍ୟତମ।ହେଲେ ସେ ଆଜି ଏ ଦୁନିଆ ରେ ନାହଁନ୍ତି।ସେ ସବୁଦିନ ପାଇଁ ଆମକୁ ଛାଡି ଚାଲି ଯାଇଛନ୍ତି।ହେଲେ ସେ ବଲିଉଡ଼ର ପାଇଁ ଅନେକ ହିଟ ଫିଲ୍ମ ଦେଇ ଯାଇଛନ୍ତି।
Special Report
ଲୋକ ମାନେ ତାଙ୍କୁ ବହୁତ ଭଲ ପାଆନ୍ତି।ବର୍ତ୍ତମାନ ସମୟ ରେ ତାଙ୍କ ବଡ଼ ଝିଅ ଜାହ୍ନବି କପୁର୍ ଫିଲ୍ମ ଜଗତ ରେ ପାଦ ଥାପି ସାରିଛନ୍ତି।ବହୁତ କମ୍ ସମୟ ମଧ୍ୟ ରେ ସେ ବଲିଉଡ଼ କୁ ଅନେକ ହିଟ ଫିଲ୍ମ ଦେଇଛନ୍ତି।ଯେଉଁଥି ପାଇଁ ସେ ସମସ୍ତଙ୍କର ପ୍ରିୟ ହୋଇ ପାରିଛନ୍ତି।ସେ ସବୁବେଳେ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ବିଷୟ ପାଲଟି ଥାନ୍ତି।
କେବଳ ଜାହ୍ନବୀ କପୁର ନୁହନ୍ତି ତାଙ୍କ ସାନ ଭଉଣୀ ଖୁସି କପୁର୍ ମଧ୍ୟ ସବୁବେଳେ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ରେ ଥାନ୍ତି।ସେ ଏ ଯାଏଁ ବଲିଉଡ଼ ରେ ପାଦ ଥାପି ନାହାନ୍ତି।ହେଲେ ତା ପୂର୍ବ ରୁ ତାଙ୍କୁ ନେଇ ଅନେକ ଆଲୋଚନା କରା ଯାଇଛି।
Special Report
ଖୁବ ଶିଘ୍ର ସେ ବଲିଉଡ଼ ରେ ପ୍ରବେଶ କରିବେ ବୋଲି କୁହା ଯାଇଛି।ଏବେ ଖୁସି କପୁର୍ ତାଙ୍କ କ୍ୟାରିଅର ବ୍ୟତୀତ ତାଙ୍କ ବ୍ୟକ୍ତିଗତ ଜିବନ କୁ ନେଇ ବେଶୀ ଚର୍ଚ୍ଚା ରେ ଅଛନ୍ତି।କୁହା ଯାଉଛି ସେ କୁଆଡେ ପ୍ରେମ ରେ ପଡିଛନ୍ତି।ଏହା କେତେ ଦୂର ସତ ଓ କେତେ ଦୂର ମିଛ ତାହା ଜଣା ପଡି ନାହିଁ
କୁହା ଯାଉଛି ଯେ ତାଙ୍କର ବଲିଉଡ଼ ର ପ୍ରସିଦ୍ଧ ଗାୟକ ଏପି ଢିଲୋ ଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ବଢ଼ି ବଢ଼ି ଚାଲିଛି।ସୋସିଆଲ୍ ମିଡ଼ିଆରେ ତାଙ୍କ ଫଟୋ ମଧ୍ୟ ଭାଇରାଲ ହେଉଛି।ବିଭିନ୍ନ ରେଷ୍ଟୁରାଣ୍ଟ ଓ ବିଭିନ୍ନ ହୋଟେଲ ସେମାନେ ବୁଲୁଥିବାର ନଜର ଆସୁଛନ୍ତି।
Special Report
ଏହାକୁ ଦେଖି ସମସ୍ତେ କହୁଛନ୍ତି କି ସେ ବୋଧେ ପ୍ରେମରେ ପଡିଛନ୍ତି।କିଛି ଦିନ ପୂର୍ବ ରୁ ତାଙ୍କ ଭଉଣୀ ଜାହ୍ନବି କପୁର୍ ଙ୍କ ବିଷୟରେ ଏହି କଥା ସବୁ ଶୁଣା ଯାଇଥିଲା।ସେ ସମୟ ରେ କୁହା ଯାଉଥିଲା ଜାହ୍ନବୀ କପୁର ଶାହିଦ୍ କପୁର୍ ଙ୍କ ଭାଇ ଙ୍କ ପ୍ରେମ ରେ ପଡିଛନ୍ତି।ହେଲେ ଏହା ମିଛ ପ୍ରମାଣିତ ହୋଇଥିଲା।
ସୁଚନାଯୋଗ୍ୟଯେ ଶ୍ରୀଦେବି ଓ ବୋନି ଙ୍କ କପୁର୍ ଙ୍କ ଦୁଇ ଝିଅ ହେଉଛନ୍ତି ଜାହ୍ନବି କପୁର୍ ଓ ଖୁସି କପୁର୍।ବଡ଼ ଝିଅ ବଲିଉଡ଼ ରେ ପ୍ରବେଶ କରି ସମସ୍ତ ଙ୍କ ନିକଟ ରେ ନିଜକୁ ପରିଚିତ କରାଇ ଥିଲେ।କିନ୍ତୁ ସାନ ଝିଅ ଖୁସି ଏ ଯାଏଁ ବଲିଉଡ଼ ରେ ପ୍ରବେଶ କରି ନାହାନ୍ତି।ସେ ଖୁବ ଶୀଘ୍ର ବଲିଉଡ଼ ପ୍ରବେଶ କରିବେ ବୋଲି ଶୁଣା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.