Movie prime

ଦୁନିଆ ଦେଖି ହେଉଛି ଆଶ୍ଚର୍ୟ୍ଯ ଦେଖନ୍ତୁ କେମିତି ଗଢି ଉଠିଛି ମାଟି ତଳେ ଏହି ସୁନ୍ଦର ସହର

 
Yu
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡ଼ିଆ ଦ୍ଵାରା ସବୁ ପ୍ରକାରର ଖବର ପାଇପାରିବେ ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡଓରେ ଆପଣମାନେ ଏଭଳି ଏକ ଗାଁ ବିଷୟରେ ଜାଣିବେ ଯାହା ବିଶ୍ଵର ସବୁଠାରୁ ଅଜବ ଗାଁ ଅଟେ । ଏହି ଗାଁକୁ ନେଇ ଏବେ ଆସିଛି ଖବର ।
Hg
ଏହି ଗାଁ ହେଉଛି ବିଶ୍ଵର ସବୁଠାରୁ ଅଜବ । ଆଉ ଏଠାରେ ମାଟି ତଳେ ଲୋକ ବସବାସ କରିଥାନ୍ତି । ଏହି ଅଞ୍ଚଳରେ ଅନେକ ପ୍ରକାରର ଜିନିଷ ଅଛି । ବଜାରରୁ ଆରମ୍ଭ କରି ସିନେମା ହଲ ସବୁକିଛି ଏହି ଗାଁରେ ଅଛି ।
ଏହି ମାଟି ତଳେ ଏଭଳି ସବୁ ସୁବିଧା ରହିଛି । ମାଟି ତଳେ ଏହି ଅଞ୍ଚଳରେ ଆପଣମାନେ ସବୁ ପ୍ରକାରର ଅର୍ଥାତ୍ ପାଠପଢ଼ାକୁ ନେଇ ମଧ୍ୟ ସବୁ ସୁବିଧା ପାଇପାରିବେ । ମାଟି ତଳେ ସ୍କୁଲ, କଲେଜ ଏବଂ ଅନ୍ୟାନ୍ୟ ସୁବିଧା ରହିଛି । 
ଏହି କଥା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଆଉ ଅଜବ ଲାଗୁଥିବ କିନ୍ତୁ ଏହା ସତ୍ୟ ଅଟେ । ଦକ୍ଷିଣ ଅଷ୍ଟ୍ରେଲିଆରେ ଏହି ସହର ରହିଛି । ଏହି ଅଞ୍ଚଳର ନାଁ ହେଉଛି କୁବର୍ ପେଡ଼ି ।
Ee
ଏହି ଅଞ୍ଚଳରେ ଲୋକମାନେ ବାସ କରୁଛନ୍ତି । ଏହି ସହରର ଲୋକମାନେ ମାଟି ତଳେ ଘର କରି ରହିଥାନ୍ତି । ଏସବୁ ଘର ବାହାରକୁ ଦେଖିବା ପାଇଁ ସାଧାରଣ ଲାଗିଥାଏ । ଏହି ଘର ଗୁଡ଼ିକର ଡିଜାଇନ୍ ଉନ୍ନତ ମାନର ଅଟେ। ଏହା ହୋଟେଲ ଠାରୁ କମ୍ ନୁହେଁ ।
୧୯୯୫ ମସିହାରେ ଏହି ସ୍ଥାନରେ ଘର ତିଆରି ହୋଇଥିଲା । ଆଉ ସେଠାରେ ଅନେକ ଖଣି ମଧ୍ୟ ରହିଛି । ଏହି ଖଣି ଗୁଡିକରେ ପଥର ମିଳିଥାଏ । ଏହି ଖଣି ଖୋଳା ପରେ ସେଠାରେ ଲୋକମାନେ ଘର ତିଆରି କରିଥାନ୍ତି । ଏଠାରେ ୧୫୦୦ରୁ ଅଧିକ ଘର ରହିଛି ।
ଆଉ ଏହା ଅଣ୍ଡର ଗ୍ରାଉଣ୍ଡ ଘର ହୋଇଥିବାରୁ ଏଠାରେ ଗ୍ରୀଷ୍ମ ପ୍ରବାହ ଏତେ ହୁଏ ନାହିଁ । ଏହି ସ୍ଥାନକୁ ଅନେକ ଲୋକଙ୍କ ଗହଳି ଛୁଟୁଛି । ସେଠାରେ ଲୋକମାନେ ବସବାସ କରିଥାନ୍ତି । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।