Movie prime

ଆରମ୍ଭ ହୋଇଛି ଏମିତି ଏକ ଉଡନ୍ତା ହୋଟେଲ ଯାହାକୁ ଆପଣ କେବେ ମଧ୍ୟ ଦେଖି ନଥିବେ ଦେଖନ୍ତୁ ଆକାଶରେ ଉଡୁଥିବା ଏହି ହୋଟେଲ ର ଆଶ୍ଚର୍ୟ୍ଯ ଜନକ ଲାଭ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସାରା ବିଶ୍ବରେ ଅନେକ ଆଶ୍ଚର୍ଯ୍ୟକର ଦୃଶ୍ୟ ମାନ ଦେଖି ଥିବେ ହେଲେ ଆମେ ଆପଣଙ୍କୁ ଏଭଳି ଏକ ଆଶ୍ଚର୍ଯ୍ୟ କର ଦୃଶ୍ୟ ଦେଖାଇବାକୁ ଯାଉଛୁ
 ଯାହାକୁ ଦେଖିବା ପରେ ଆପଣ ଆପଣଙ୍କ ଆଖିକୁ ବିଶ୍ଵାସ କରି ପାରିବେ ନାହିଁ। ଆଜି ମଧ୍ୟ ଆମ ଦୁନିଆରେ ଏଭଳି କିଛି ଜିନିଷ ଅଛି ଯାହାକୁ ଆପଣ ମାନେ ପୁର୍ବରୁ କେବେ ହେଲେ ମଧ୍ୟ ଦେଖି ନଥିବେ।
Special report
 ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟା ବଳରେ ଲୋକ ମାନେ ଏତେ ଉନ୍ନତ ହୋଇ ସାରିଲେଣି କି ଦିନକୁ ଦିନ ସେମାନେ ନୂଆ ନୂଆ ଜିନିଷ ମାନ ଉଦ୍ଭାବନ କରିବାରେ ଲାଗି ପଡିଛନ୍ତି।Sky cruiser ଏକ ଏଭଳି ହୋଟେଲ୍ ଅଟେ ଯାହାକି କେବଳ ଆକାଶରେ ଉଡୁ ଥିବ।
ଏହା ଏକା ଫ୍ଲାଇଙ୍ଗ ହୋଟେଲ୍ ହେବ।ଏହାକୁ ଖୁବ୍ ଅତ୍ୟାଧୁନିକ ଜ୍ଞାନ କୌଶଳ ର ବ୍ୟବହାର କରି ବର୍ତ୍ତମାନ୍ ନିର୍ମାଣ ଚାଲିଛି। ନିଶ୍ଚିତ ଭାବରେ ଆମ ପୃଥିବୀ ରେ ଏହା ଏକ ଆଶ୍ଚର୍ଯ୍ୟକର ଜିନିଷ ହେବ।
Special report
କାରଣ ପୂର୍ବରୁ ଆପଣ ମାନେ କେବେ ହେଲେ ମଧ୍ୟ ଏଭଳି ହୋଟେଲ୍ ଦେଖି ନଥିବେ। ଏହା ସାରା ବିଶ୍ଵର ସର୍ବ ପ୍ରଥମ ଉଡନ୍ତା ହୋଟେଲ୍ ହେବ। ଯାହାକୁ କି ଦେଖିବାକୁ ଲୋକ ମାନେ ଖୁବ୍ ପଶନ୍ଦ ମଧ୍ଯ କରିବେ।
ଏହି ଉଡନ୍ତା ହୋଟେଲ୍ କୁ ନିର୍ମାଣ କରିବା ପଛରେ କୋଟି କୋଟି ଟଙ୍କାର ଖର୍ଚ୍ଚ ମଧ୍ୟ ଚାଲିଛି। ଏହାକୁ ଦେଖିବା କୁ ଲୋକମାନେ ଖୁବ୍ ପସନ୍ଦ କରିଛନ୍ତି। ଏହା କୁ ନିର୍ମାଣ କରିବା ପଛରେ ସବୁ ବଡ଼ ବଡ଼ ବୈଜ୍ଞାନିକ ମାନେ ନିୟୋଜିତ ହୋଇଛନ୍ତି।
Special report
ଏହି ହୋଟେଲ୍ ଟି ନିର୍ମାଣ ହେଉ ହେଉ ତାହା ସମ୍ପର୍କରେ ଏତେ ମାତ୍ରାରେ ଚର୍ଚ୍ଚା ହେବାରେ ଲାଗିଲାଣି କି ଏହା ନିର୍ମାଣ ହେବା ପରେ କଣ ହେବ ତାହା ଆପଣ ମାନେ ବେଶ ଭଲ ଭାବରେ ଜାଣି ପାରୁ ଥିବେ।
ଏହି ହୋଟେଲ୍ ସମ୍ପର୍କରେ ଏବେ ଚାରି ଆଡେ଼ ଖୁବ୍ ଚର୍ଚ୍ଚା ମଧ୍ଯ ଜୋର୍ ଧରିଛି। ଅନେକ ଲୋକମାନେ ଏହି ସମ୍ପର୍କରେ ଅନେକ ଭାଇରାଲ୍ ଭିଡିଓ ଦେଖି ସାରିଥିବା ବେଳେ ଏଥିପ୍ରତି ସେମାନେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.