Movie prime

କଣ ଏହି CAA ? ଏହା ଲାଗୁ ହେଲେ କଣ ଆସିବ ପରିବର୍ତ୍ତନ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିବା ସହ ଅନେକ କିଛି ଖବର ବିଷୟରେ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି କଥା ଜାଣିପାରିବେ ଯାହା ଦରକାରୀ ଅଟେ ।
ଏବେ ଭାରତରେ CAA ଲାଗୁ ହୋଇଛି । ଏହାର ମାନେ କଣ ବା ଏହି ବିଷୟରେ ଆପଣମାନେ ଜାଣିଛନ୍ତି କି ? ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ବିଷୟରେ ଜାଣନ୍ତୁ । 
Bh
ଏହି CAA ନିୟମ କଣ ଏହା ଲାଗୁ ହେଲେ କଣ ସବୁ ବଦଳି ଯିବ ? କାହା ପାଇଁ ଲାଗୁ ହେବ ଏହି CAA । ପୁରା ଦେଶରେ ଲାଗୁ ହେବ CAA । ଏହି CAA କୁ ନେଇ ସାରା ଦେଶରେ ଚହଳ ପଡ଼ିଛି ।
ମୋଦି ସରକାରଙ୍କର ୨୦୨୪ ମସିହାର ଏହା ହେଉଚୁ ସବୁଠାରୁ ଏକ ବଡ ଘୋଷଣା । ଅନେକ ଲୋକ ଏହି CAA କଣ ତାହା ଜାଣି ନାହାନ୍ତି । କେଉଁ ମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ ଆଉ ଏହା କଣ ପ୍ରଭାବ ପକାଇବ ଦେଶବାସୀଙ୍କ ଉପରେ ଏହାକୁ ନେଇ କଥା ଆସୁଛି ।
Hj
ଏହି ନିୟମକୁ ସାଂସଦରେ ପ୍ରବଳ ବିରୋଧ ପରେ ୨୦୯ ମସିହା ଡିସେମ୍ବର ମାସରେ ଗୃହୀତ କରାଯାଇଥିଲା । CAA ହେଉଛି ନାଗରିକ ସଂଶୋଧନ ଆଇନ୍ । ଏହି ନିୟମକୁ ସାରା ଦେଶ୨ରେ ଲାଗୁ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
୨୦୧୪ ମସିହା ଡିସେମ୍ବର ମାସ ସୁଦ୍ଧା ବଙ୍ଗଳାଦେଶ, ପାକିସ୍ତାନ, ଏବଂ ଆଫଗାନିସ୍ତାନରୁ ଆସିଥିବା ମୁସଲିମମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ । 
ଆଉ ଯେଉଁମାନେ ଡିସେମ୍ବର ୩୧ଏହି ୨୦୧୪ ମସିହା ପରେ ଆସିଛନ୍ତି ସେମାନଙ୍କୁ ବାହାର କରାଯିବ ବୋଲି କଥା ଆସୁଛି ।ଏହି ଉପାୟରେ ଅନେକ ଲୋକ ଲାଭାନ୍ଵିତ ହେବେ । ଆସାମ, ମେଘାଳୟ, ମିଜୋରାମ ଏବଂ ତ୍ରିପୁରାର ଆଦିବାସୀ ଅଞ୍ଚଳରେ ଏହି ନିୟମ ଲାଗୁ ହେବ ନାହିଁ ।
ନିର୍ବାଚନ ପୂର୍ବରୁ CAA କୁ କାର୍ଯ୍ୟକାରୀ କରାଯିବ ବୋଲି ଗୃହମନ୍ତ୍ରୀ ଅମିତ୍ ଶାହା ମଧ୍ୟ ସୂଚନା ଦେଇଥିଲେ । ଏହି ବିଜ୍ଞପ୍ତି ଦେବା ପରେ ମମତା ବାନାର୍ଜୀ ଏହାକୁ ବିରୋଧ କରିଛନ୍ତି ଆଉ ଏହାସହ ସେ କିଛି କଥା ମଧ୍ୟ କହିଛନ୍ତି ।