Movie prime

ଏକ ଅଦ୍ଭୁତ କିଲ୍ଲା ଯାହା ଉପରେ ସମସ୍ତଙ୍କ ନଜର ଦୁନିଆର ସବୁଠୁ ବେସୀ ଖ-ଜା-ନା କେବଳ ଏହା ଭିତରେ ଅଛି ଦେଖନ୍ତୁ କେଉଁଠି ଅଛି ଏହା

 
Special report
ଏପରି ଏକ ରହସ୍ୟମୟ ଦୁର୍ଗ ରହିଛି ଯାହାର ନାମ ଶୁଣିଲେ ଲୋକମାନେ ଭୟଭୀତ ହୋଇଥାନ୍ତି।ଏବଂ ସେଠାକୁ ଯିବା ପାଇଁ ମଧ୍ୟ ବହୁତ ଡରି ଥାନ୍ତି।୧୨ କିଲୋମିଟର ଦୂରରୁ ଏହି ଦୂର୍ଗ ର ଆକୃତି କୁ ସ୍ପଷ୍ଟ ଭାବରେ ଦେଖି ପାରିବେ।
Special report
କିନ୍ତୁ ଯେତେବେଳେ ଦୁର୍ଗ ର ପାଖକୁ ଯିବେ ଦୂର୍ଗ ଟି ଧୀରେ ଧୀରେ ଅଦୃଶ୍ୟ ହୋଇ ଯାଇଥାଏ।ଏହାଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହେଉଥିଲେ ମଧ୍ୟ ଏହା ସତ ଅଟେ।
ଦେଶ ରେ ଅନେକ ଦୁର୍ଗ ରହିଛି ଯାହାକୁ ଦୂର ରୁ ଦେଖିଲେ ଯେପରି ଦେଖା ଯାଇଥାଏ ପାଖରୁ ମଧ୍ୟ ସେହିପରି ଦେଖା ଯାଇଥାଏ।କିନ୍ତୁ ଏହି ଦୁର୍ଗ ବହୁତ ରହସ୍ୟମୟ ଅଟେ।ଏହି ରହସ୍ୟମୟ ଦୁର୍ଗ ର ନାମ ହେଉଛି ଗଢ଼କୁଣ୍ଡାର ଦୁର୍ଗ।
Special report
ଏହା ଉତ୍ତର ପ୍ରଦେଶର ଝାଂଶି ରୁ ପାଖାପାଖି ୧୭ କିଲୋମିଟର ଦୂରରେ ରହିଛି।ଏହି ଦୁର୍ଗ ପାଞ୍ଚ ତାଲା ଅଟେ।ତିନି ତାଲା ଉପରେ ଥିବା ବେଳେ ଆଉ ଦୁଇଟି ତାଲା ମାଟି ଭିତରେ ରହିଛି।
Special report
ଏହି ଦୁର୍ଗ କେବେ ତିଆରି ହୋଇଛି ଆଉ କିଏ ନିର୍ମିତ କରିଛନ୍ତି ଏହି ବିଷୟରେ କେହି ଜାଣି ନାହାଁନ୍ତି।କିନ୍ତୁ କୁହାଯାଏ ଯେ ଏହି ଦୁର୍ଗ ପନ୍ଦର ସହ ବା ଦୁଇ ହଜାର ବର୍ଷ ପୁରୁଣା ଅଟେ।
ଦୁର୍ଗ ଟି ଏପରି ତିଆରି କରାଯାଇଛି ଯେ ଚାରି ରୁ ପାଞ୍ଚ କିଲୋମିଟର ଦୂରରୁ ଦେଖା ଯାଇଥାଏ।କିନ୍ତୁ ଏହି ଦୁର୍ଗ ର ପାଖକୁ ଯେତେ ଆସିବେ ସେ ଅଦୃଶ୍ୟ ହୋଇ ଯାଇଥାଏ।ପାଖରେ ଥିବା ଲୋକମାନେ କହିଥାନ୍ତି ଯେ ବହୁତ ବର୍ଷ ପୂର୍ବେ ପାଖ ଗ୍ରାମ ରେ ଏକ ବରଯାତ୍ରୀ ଆସିଥିଲେ।
Special report
ବରଯାତ୍ରୀ ମାନେ ସେହି ଦୁର୍ଗ କୁ ବୁଲିବା ପାଇଁ ଆସିଥିଲେ।ବୁଲୁଥିବା ବେଳେ ସେହି ସ୍ଥାନ କୁ ଚାଲି ଯାଇଥିଲେ।ଏହାପରେ ସେମାନେ ଅଦୃଶ୍ୟ ହୋଇ ଯାଇଥିଲେ।
୫୦ ରୁ ୬୦ ଜଣ ଲୋକମାନେ କିପରି ଅଦୃଶ୍ୟ ହୋଇଗଲେ ତାହା ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.