Movie prime

ୟେ କଣ ! ୟେ ମାଂସ ପିଣ୍ଡୁଳା?? ରାସ୍ତା ମଝି କୁ ଆସିଲା କୁଆଡୁ..

 
Yy
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି।
Yy
ରାସ୍ତାରେ ପଡ଼ିଛି ଅର୍ଦ୍ଧ ଦଗ୍ଧ କଟା ମୁଣ୍ଡ । ଖବର ପ୍ୟପିବା ପରେ କଟାମୁଣ୍ଡ ଦେଖିବାକୁ ଭିଡ଼ ଜମିଲା।ସବୁଆଡେ ଚହଳ ପଡ଼ିଲା କାହାର ଏହି କଟା ମୁଣ୍ଡ କେହି କେହି କହିଲେ କୌଣସି ଛୋଟ ପିଲାର ମୁଣ୍ଡ ବୋଲି ଆଉ କେହି କହିଲେ ମାରିବା ପରେ ମୁଣ୍ଡ କାଟି ପୋଡି ଦେଇଛନ୍ତି । ସମୟ ବିତିବା ସହ ଖବର ନିଆଁ ଭଳି ବ୍ଯାପିଗଲା ଆଉ ଘଟଣାକୁ ନେଇ କୋକୁଆ ଭୟ ଖେଳିଗଲା।
Gg
ଗୋଲାକାର ଆକୃତି ର ଅର୍ଦ୍ଧ ଦଗ୍ଧ କଟାମୁଣ୍ଡ ନେଇ ଅନେକ ଚର୍ଚ୍ଚା ହେଲା। କିଏ ଆଉ କାହାକୁ କଣ ପାଇଁ ମାରିଲା। କଟା ମୁଣ୍ଡ ଜଣକ ବ୍ୟକ୍ତି ଜଣକ କିଏ। ସମସ୍ତଙ୍କ ମନରେ ଏମିତି ଅନେକ ପ୍ରଶ୍ନ ଉଙ୍କି ମାରିଲା। ପୋଲସ ମଧ୍ୟ ଖବର ପାଇ ଘଟଣା ସ୍ଥଳରେ ପହଁଚିଲା। ସାଙ୍ଗେ ସାଙ୍ଗେ କଟା ମୁଣ୍ଡ ଥିବା ସ୍ଥାନକୁ ବ୍ୟାରିକେଟ କରିଥିଲା। ତଦନ୍ତ ପରେ ଜଣା ପଡ଼ିଛି ଯେ ଏହା କୌଣସି ମଣିଷ ର କଟା ମୁଣ୍ଡ ର ନୁହଁ ବରଂ ଏହା ଏକ ଷଣ୍ଢ ର ଟ୍ୟୁମର ଅଂଶ।
 ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ୧୬ ନମ୍ବର ଜାତୀୟ ରାଜପଥ ରେ। ଖନ୍ତାପଡା ପୋଲିସ ମଧ୍ଯ ଅଂଶ ଟିକୁ ଦେଖି ପ୍ରଥମେ ଦୋନ୍ଦରେ ରହିଥିଲା। ଭେଟନାରି ଡାକ୍ତର ଆସିବାପରେ ଜଣା ପଡିଥିଲା ଯେ ଏହା ଷଣ୍ଢ ର ଟ୍ୟୁମର ଅଂଶ ଥିଲା। ଅଞ୍ଚାଳରେ ବୁଲୁଥିବା ଏକ ଷଣ୍ଢ ର ଶିଙ୍ଗ ପାଖରେ ଟ୍ୟୁମର ଟିଏ ହୋଇଥିଲା । କେହି ଏଇ ଟ୍ୟୁମର କୁ କାଢି ଅପରେସନ କରିଛନ୍ତି। ଆଉ ସେହି ଅଂଶ ଟିକୁ ରାସ୍ତାରେ ଫୋପାଡି ଦେଇଥିଲେ। ଆଉ ସେହି ମାଂସ ପେଣ୍ଡୁଳା କୁ ନେଇ ଭିତରେ ଦ୍ୱନ୍ଦ ଓ ଭୟ ସୃଷ୍ଟି ହୋଇଥିଲା ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.