Movie prime

କୁନି କଣ୍ଠରେ ପାଟିରୁ ବାହାରୁଛି ଅନର୍ଗଳ ମନ୍ତ୍ର ଦେଖନ୍ତୁ ଆପଣ ମଧ୍ୟ ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ

 
Vv
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Gg
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ୭ ବର୍ଷର କୁନି ଝିଅ କଣ୍ଠରୁ ଶୁଣିବାକୁ ମିଳୁଛି ଅନର୍ଗଳ ମନ୍ତ୍ର। ନିର୍ଭୁଲ ଭାବେ ପାଠ କରୁଛନ୍ତି ଶ୍ଳୋକ ଏବଂ ମନ୍ତ୍ର। ପ୍ରଦୀପ୍ତ ପ୍ରଧାନଙ୍କର ୭ ବର୍ଷର ଝିଅ ଶ୍ରେୟା ପ୍ରଧାନ। ଶ୍ରେୟା ପ୍ରଧାନ କାକଟପୁରରେ ଜନ୍ମ ଲାଭ କରିଛନ୍ତି। ନିଜ ଜେଜେବାପା ଜିତେନ୍ଦ୍ର ବିଶ୍ଵାଳଙ୍କ ନିକଟରେ ସେ ରହି ଲାଳନପାଳନ ହେଉଥିଲେ। 
Vb
ଆଉ ପିଲାଟି ବେଳୁ ନିଜ ଜେଜେଙ୍କ ସହିତ ଶ୍ରେୟା ବିଭିନ୍ନ ଧର୍ମାନୁଷ୍ଠାନ ବୁଲିବାକୁ ଯାଆନ୍ତି। ସେହି ସମୟରୁ ହିଁ କେବଳ ଧର୍ମ ବିଷୟରେ ଚର୍ଚ୍ଚା ଆଉ ଶ୍ଳୋକ ଶିଖିବାକୁ ତାଙ୍କ ମନରେ ଆଗ୍ରହ ପ୍ରକାଶ ପାଇଥିଲା ଯାହା ଆଜି ସେ କରି ଦେଖୁଛନ୍ତି। ନିଜ କଣ୍ଠରେ ହିଁ ସବୁ ଶ୍ଳୋକ ଉଚ୍ଚାରଣ କରୁଛନ୍ତି। ଅତି କମ୍ ବୟସରୁ ଶ୍ରେୟା ମୋବାଇଲରେ ରାମାୟଣ, ମହାଭାରତ, ଜୟ ହନୁମାନ, ଗଣେଶ ଆଉ ଏନେଇ ପ୍ରବଚନ ବିଷୟରେ ଦେଖୁଥିଲେ। ଆଉ ଯାହାବି ବିଷୟବସ୍ତୁ ଦେଖନ୍ତି ତାକୁ ନୋଟ କରି ଗୋଟିଏ ଦିନ ଭିତରେ ମନେ ରଖନ୍ତି। 
ଦୁଇବର୍ଷ ହେବ ମୁମ୍ବାଇରେ ପାଠ ପଢ଼ୁଛନ୍ତି କିନ୍ତୁ ଭୁଲି ନାହାନ୍ତି କାକଟପୁର ଏବଂ ପ୍ରାଚୀର ସଂସ୍କୃତି ଆଉ ଆଧ୍ୟାତ୍ମିକତାକୁ। ବର୍ଷକୁ ୪ ମାସ ଭିତରେ ଯେତେବେଳେ ଶ୍ରେୟା ଆସନ୍ତି କାକଟପୁର ସେତେବେଳେ ନିଜେ ଶ୍ଳୋକ ଉଚ୍ଚାରଣ କରନ୍ତି ଆଉ ପାରିବାର ଲୋକଙ୍କୁ ମଧ୍ୟ ଶୁଣାନ୍ତି। ଏଥିରେ ଶ୍ରେୟାଙ୍କ ମା ମଧ୍ୟ ତାଙ୍କୁ ଅନେକ ସହଯୋଗ କରନ୍ତି। ଖାଲି ବେଦ ଶ୍ଳୋକ ନୁହେଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁ ସବୁ ରାଜ୍ୟର ରାଜଧାନୀ ନାଁ ଆଉ ଅନେକ ସାଧାରଣ ଜ୍ଞାନକୁ ଶ୍ରେୟା ନିର୍ଭୁଲ ଭାବରେ କହିପାରୁଛନ୍ତି। ଆଉ ଏଥିପାଇଁ ଶ୍ରେୟାଙ୍କୁ ଅନେକ ସ୍ଥାନରେ ପୁରସ୍କୃତ ମଧ୍ୟ କରାଯାଇଛି। ଶ୍ରେୟା ଅନେକ ଛୋଟ ପିଲାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.