Movie prime

ଭୋଟ ହାତେଇବାକୁ କରୁଥିଲେ ବାଥରୁମରେ ଏମିତି କାଣ୍ଡ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଜିକାଲି ସୋସିଆଲ ମିଡ଼ିଆ ଆମକୁ ସବୁ ବିଷୟରେ ଖବର ଦେଉଛି ।
ଆପଣମାନେ ରାଜନୀତିକୁ ନେଇ ଆସୁଥିବା ଖବର ସବୁ ତ ଦେଖୁଥିବେ । ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ଏବେ ଆପଣମାନେ ଜାଣି ନିଅନ୍ତୁ । ଭୋଟ ହାତେଇବା ପାଇଁ ଅଭିନବ ଉପାୟ ବାହାର କରିଛନ୍ତି । 
Vh
ଯାହାକୁ ଶୁଣି ଯେ କେହିବି ମୁଣ୍ଡରେ ହାତ ଦେବ । ନିର୍ବାଚନ ଆଚରଣ ବିିତୀ ଉଲଘଂନ କରି ଛୁଟିଦିନ ଦେଖି ଗାଁକୁ ଆସିଲେ ଆଉ ମିଶନ ଶକ୍ତି ଗୃହ ଅଫିସରେ ଲୋକଙ୍କୁ ଟଙ୍କା ସହ ଜଳଖିଆ ବଣ୍ଟନ କରୁଛନ୍ତି । ଆଉ ଗାଁ ଲୋକଙ୍କୁ ଦେଖି ବାଥରୁମ ଭିତରେ ଲୁଚି ରହିଲେ ଏମବିକେ ମହିଳା ସଦସ୍ୟା ।
ନିର୍ବାଚନ ଆଚରଣ ବିିତୀ ଉଲଙ୍ଘନ କରିଛନ୍ତି ଏମବିକେ ମ୍ୟାଡାମ । ମିଶନ ଗୃହ ଅଫିସକୁ ଆସିଥିଲେ ଏହି ଏମବିକେ ମ୍ୟାଡାମ ଯେତେବେଳେ ଛୁଟି ଥିଲା । ଆଉ ସେ ଆସି ଏକ ମିଟିଂ ଆୟୋଜନ କରିଥିଲେ । 
ଏହି ଏମବିକେ ମ୍ୟାଡାମ ଜଣକ ରବିବାର ଦିନ ଆସି ମିଟିଂ କରୁଥିଲେ । ଆଉ ସେ ସିଆରଏଫ୍ କର୍ମୀଙ୍କୁ ଡାକି ମିଟିଂ କରାଉଥିଲେ । ଆଉ ଏହି ମିଟିଂରେ ଟଙ୍କା ବାଣ୍ଟିବା ସହ ଜଳଖିଆ ମଧ୍ୟ ଦେଉଥିଲେ ଏମବିକେ ମ୍ୟାଡାମ ।
Hh
ଯାହାର ଭିଡିଓ ଆପଣମାନେ ଦେଖି ପାରୁଥିବେ । ଏହି ଏମବିକେ ମ୍ୟାଡାମ ଜଣକ କହିଛନ୍ତି ତାଙ୍କ ମିଶନ ଶକ୍ତି ଗୃପରେ ଏଭଳି ବେଳେବେଳେ ଜଳଖିଆ ବ୍ୟବସ୍ଥା କରାଯାଇଥାଏ । ଆଉ ଆଜି ସେ ଆସି ମିଟିଂ ଡକାଇ ଏଭଳି କାମ କରିଛନ୍ତି । 
ସେ ବାଥରୁମରେ ପଶି ନଥିଲେ ବୋଲି କହିଛନ୍ତି । ଏହି ମିଟିଂରେ ଯୋଗ ଦେଇଥିଲେ ବିଏଲଏଫ୍ ମ୍ୟାଡ଼ାମ୍ ମୀରା ମହାନ୍ତି । ଭୋଟ ହାତେଇବା ପାଇଁ ଏଭଳି ଅଭିନବ ଉପାୟ ସେ ଆପଣାଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳୁଛି ଯାଜପୁର ଜିଲ୍ଲା ରସଲପୁର ବ୍ଲକ ଅନ୍ତର୍ଗତ ବାରବାଟି ପଞ୍ଚାୟତ ବେତଣ୍ଡ ଗାଁରେ ।
ଗ୍ରାମରେ ଥିବା ମିଶନ ଶକ୍ତି ଗୃହ ଅଫିସରେ ଚାଲିଛି ଏଭଳି କାମ ତାହା ପୁଣି ଦିନ ଦ୍ବିପ୍ରହର ସମୟରେ । ଗ୍ରାମବାସୀମାନେ ଏନେଇ ଗଣମାଧ୍ୟମକୁ ଜଣାଇଥିଲେ । ଆଉ ଏବେ ଏହି ଘଟଣା ସାମ୍ନାକୁ ଆସିଛି । ଏମବିକେ ମ୍ୟାଡାମ ଗଣମାଧ୍ୟମ ପ୍ରତିନିଧିଙ୍କ ନାଁରେ ଥାନାରେ ଅଭିଯୋଗ କରିବାକୁ ଧମକ ଦେଇଥିଲେ । ଏବେ ଏହି ଘଟଣାର ସତ୍ୟତା ଜଣାପଡି ନାହିଁ ।