Movie prime

କଣ ହେଲା ଏମିତି ଆପଣଙ୍କ ଲୋକପ୍ରିୟ ଅଭିନେତ୍ରୀଙ୍କ ଅବସ୍ଥା ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

 
Hhh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ ଏବଂ
ସିନେମା ଜଗତକୁ ନେଇ ଆସୁଥିବା ଖବର ଗୁଡ଼ିକ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି ଜଣେ ଅଭିନେତ୍ରୀଙ୍କ ବିଷୟରେ ଶୁଣିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅଭିନେତ୍ରୀଙ୍କ ଅବସ୍ଥା ବିଷୟରେ ଆସିଛି ଖବର । 
Bb
ଅଭିନେତ୍ରୀ ଜଣଙ୍କର ଅବସ୍ଥା କଣ ଥିଲା ଆଉ ଏହା କଣ ହୋଇଯାଇଛି । ଚାହୁଁ ଚାହୁଁ ବିଗିଡି ଗଲା ଚେହେରା । ଅଭିନେତ୍ରୀ ଜଣଙ୍କର ହସ ହସ ମୁହଁ ମଳିନ ପଡ଼ିଯାଇଛି । ଅଭିନେତ୍ରୀ ଜଣଙ୍କର ମୁହଁ ଏଭଳି ହୋଇଯାଇଛି ଯେ କେହି ଦେଖିଲେ ଚିହ୍ନି ପାରିବେ ନାହିଁ ।
ଏହି ଲୋକପ୍ରିୟ ଅଭିନେତ୍ରୀ ଜଣକର ସବୁବେଳେ ହସ ହସ ମୁହଁ ଆଉ ଚମତ୍କାର ଚେହେରା । ସେ ବହୁତ ସୁନ୍ଦର ଅଭିନୟ କରନ୍ତି । ଏହି ଅଭିନେତ୍ରୀ ଜଣକର ସୁନ୍ଦର ଚେହେରା ପୁରା ବଦଳି ଯାଇଛି ।
ଆପଣମାନେ ଏବେ ଏହି ଅଭିନେତ୍ରୀ ଜଣଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଅଭିନେତ୍ରୀ ଜଣଙ୍କୁ ତାଙ୍କ ଫ୍ୟାନ୍ସମାନେ ଦେଖିଲେ ମନ ଦୁଃଖ କରୁଛନ୍ତି । ଫ୍ୟାନ୍ସମାନେ ଭାବୁକ ହୋଇ ପଡିଛନ୍ତି । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆଇଶା ସିଂ ।
Bn
ସେ ସୁନ୍ଦର ଧାରାବାହିକ କରି ସମସ୍ତଙ୍କର ଭଲପାଇବା ପାଇଛନ୍ତି । ବର୍ତ୍ତମାନ ଅଭିନେତ୍ରୀ ଆଇଶା ସିଂଙ୍କ ଅବସ୍ଥା ଗୁରୁତର ହୋଇପଡିଛି । ଆଉ ତାଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କର ଏଭଳି ରୂପ ହୋଇଛି ବୋଲି ଏବେ ଖବର ଆସିଛି । 
ଅଭିନେତ୍ରୀ ଆଇଶା ସିଂ ଇନଷ୍ଟାଗ୍ରାମରେ ତାଙ୍କର ଫଟୋ ପୋଷ୍ଟ କରିଛନ୍ତି । ସେ ତାଙ୍କ ସହିତ ଘଟିଥିବା ଘଟଣା ସମ୍ପର୍କରେ କହିଛନ୍ତି । ଏହି ପୋଷ୍ଟ ତାଙ୍କର ଫ୍ୟାନ୍ସମାନେ ଦେଖି ଦୁଃଖ ପ୍ରକାଶ କରିଛନ୍ତି । ଅଭିନେତ୍ରୀ ଆଇଶା ସିଂ ସମସ୍ତଙ୍କୁ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ଜଣାଇଛନ୍ତି ।
ସେ କହିଛନ୍ତି ହଠାତ୍ ତାଙ୍କ ମୁହଁ ଫୁଲିବାକୁ ଲାଗିଥିଲା । ପ୍ରକୃତରେ ତାଙ୍କର କଣ ଘଟିଲା ଏହାର ସଠିକ୍ ନିରାକରଣ ହୋଇପାରିଲା ନାହିଁ । ଆଉ ଧିରେ ଧିରେ ଯନ୍ତ୍ରଣା ବଢିବା ସହ ତାଙ୍କର ଏଭଳି ଅବସ୍ଥା ହୋଇ ଯାଇଥିଲା । ତାଙ୍କର ଆରୋଗ୍ୟ କାମନା କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।