Movie prime

ମୃ-ତ୍ୟୁ ପରେ ଆଧାର କାର୍ଡ ସହ କଣ ହୋଇଥାଏ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ ଦେଖନ୍ତୁ ଆଉ ଜାଣନ୍ତୁ ସତ

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ତ ଜାଣିଥିବେ ଏବେ ଆଧାର
କାର୍ଡ ଏକ ଜରୁରୀ ଦସ୍ତାବିଜ୍ ହୋଇଯାଇଛି । ଏବେ ଆଧାର କାର୍ଡ ନହେଲେ ଆପଣ କୌଣସି କାମ କରିପାରିବେ ନାହିଁ । ସରକାରଙ୍କ ସୁବିଧା ମଧ୍ୟ ପାଇପାରିବେ ନାହିଁ । ଏବେ ଆଧାର କାର୍ଡକୁ ନେଇ କିଛି ଖବର ଆସିଛି ।
Bb
ଆଜି ନହେଲେ କାଲି ମଣିଷ ତ ମୃତ୍ୟୁବରଣ କରିବ । ଆପଣମାନେ କଣ ଜାଣିଛନ୍ତି କି ମୃ-ତ୍ୟୁ ପରେ କଣ ହେବ ଆଧାର କାର୍ଡ ? ଏହାକୁ ବନ୍ଦ କରାଯିବ ନା ଆଉ କିଛି ଏହି ବିଷୟରେ ଆପଣମାନେ ସମ୍ପୂର୍ଣ୍ଣ ଖବର ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
କଣ ରହିଛି ଏହାର ବ୍ୟବସ୍ଥା ଏହି ବିଷୟରେ ଜାଣି ରଖନ୍ତୁ । ସରକାରୀ ଏବଂ ଘରୋଇ କାର୍ଯ୍ୟରେ ଏହି ଆଧାର କାର୍ଡକୁ ଏକ ଜରୁରୀ ଦସ୍ତାବିଜ୍ ଭାବରେ ବ୍ୟବହାର କରାଯାଇଥାଏ । ଆଧାର କାର୍ଡରେ ୧୨ଟି ନମ୍ୱର୍ ଥାଏ ।
ଏହି କାର୍ଡରେ ଆପଣଙ୍କ ନାମ, ଠିକଣା ସବୁ ରହିଥାଏ । ଏହି ଆଧାର କାର୍ଡ ଯୋଗୁଁ ଆପଣମାନେ ସରକାରୀ ଯୋଜନାର ଲାଭ ଉଠାଇ ପାରୁଛନ୍ତି । ଗ୍ୟାସ ଏବଂ ଅନେକ ସ୍ଥାନରେ ଆଧାର କାର୍ଡ ଦରକାର ହୋଇଥାଏ । ଅନେକ ଜରୁରୀ କାମରେ ଏହି ଦସ୍ତାବିଜ୍ ଲାଗିଥାଏ ।
Hh
ସମସ୍ତ ଭାରତୀୟଙ୍କ ପାଇଁ ଆଧାର କାର୍ଡ ଜାରି କରାଯାଇଥାଏ । ଏହାକୁ ରଦ୍ଦ କେହି କରିପାରିବେ ନାହିଁ ଏହି କ୍ଷମତା କାହା ପାଖରେ ନାହିଁ । ଏହାର ସୁରକ୍ଷାକୁ ନେଇ କଡା ବ୍ୟବସ୍ଥା କରାଯାଇଛି । ଏହାର ଦୁର୍ବ୍ୟବହାର କେହି କରିପାରିବେ ନାହିଁ ।
ଯଦି କୌଣସି ମୃ-ତ-କ ବ୍ୟକ୍ତିଙ୍କ ଆଧାର କାର୍ଡ ତାଙ୍କ ପରିଜନଙ୍କ ପାଖରେ ରହିଥାଏ ତାହେଲେ ସେନେଇ ସତର୍କ ରହିବା ଆବଶ୍ୟକ । ସର୍ବ ପ୍ରଥମେ ଆପଣ URDI ୱେବସାଇଟକୁ ଯାଇ my aadhar ଉପରେ କ୍ଲିକ୍ କରନ୍ତୁ ।
ଲକ୍ ଅନଲକ୍ କୁ ଯାଇ ଏହାପରେ ନୂଆ ବେଶ୍ ଖୋଲିବା ପାଇଁ ୧୨ ଅଙ୍କର ଆଧାର ନମ୍ବର ଆଉ କ୍ୟାପଚା ଦେବାକୁ ପଡ଼ିବ । ଏହାପରେ OTP ଆସିବ ଆଉ ଏହାପରେ ଲକ୍ ଅନଲକ୍ ଅପ୍ସନ୍ ଆସିବ । ଏହିପରି ଆପଣ ଆପଣଙ୍କ ଆଧାର କାର୍ଡକୁ କରିପାରିବେ ।