Movie prime

ପୁରୀ ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ଏତିକି କେଜିର ସୁନା ଇଟା ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ତ ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ପ୍ରଭୁ ଜଗନ୍ନାଥଙ୍କ ହୁଣ୍ଡିରେ ଅନେକ ଜିନିଷ ଲୋକମାନେ ପ୍ରଭୁଙ୍କ ନାଁରେ ଦେଇଥାନ୍ତି ଆଉ ଏହି କଥା ଆପଣମାନେ ସମସ୍ତେ ଜାଣିଥିବେ । 
Gg
ଆପଣମାନେ ଏହି ଭିଡିଓ ମାଧ୍ୟମରେ ଭଗବାନଙ୍କ ହୁଣ୍ଡିରୁ ଏଭଳି କିଛି ଜିନିଷ ବାହାରିବା ଖବର ଜାଣିପାରିବେ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହା ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଘଟଣା ଅଟେ । ହୁଣ୍ଡିରୁ ଏତେ ବହୁ ମୂଲ୍ୟ ଜିନିଷ ମିଳିବ ତାହା କେହି ଜାଣିନଥିଲେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏହି ଘଟଣା ବିଷୟରେ ଜାଣିପାରିବେ । ହୁଣ୍ଡିରୁ ଏଭଳି ବହୁ ମୂଲ୍ୟ ଜିନିଷ ମିଳିଥିଲା ଯାହାକୁ ନେଇ ଏବେ ଆସୁଛି ଖବର । 
Gh
ହୁଣ୍ଡିରୁ ମିଳିଲା ବହୁ ମୂଲ୍ୟ ଓଜନର ସୁନା । ଏକକାଳୀନ ଏକ କେଜିରୁ ଅଧିକ ସୁନା ଦେଖି ଚମକି ପଡ଼ିଲେ ସେବାୟତ । କେଉଁଠୁ ଆଉ କେମିତି ଆସିଲା ଏତେ ସୁନା । ଭିଡ ଭିତରେ କେହି ଏଭଳି ସୁନା ଦେଇଛି ବୋଲି ଜଣାପଡିଛି । ଭିଡର ଫାଇଦା ଉଠାଇ କେହି ହୁଣ୍ଡି ଭିତରେ ଏହା ଦେଇ ଦେଇଛି । ଭଗବାନଙ୍କ ହୁଣ୍ଡି ଭିତରୁ ୧ କେଜି ୮୦୦ ମିଲିଗ୍ରାମର ସୁନା ମିଳିଛି । ଏହି ସୁନା ଇଟାର ମୂଲ୍ୟ ୭୦ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି । ଆପଣମାନେ ଅନେକ ଥର ଦେଖିଥିବେ ବା ଶୁଣିଥିବେ ଶ୍ରୀମନ୍ଦିର ଭିତରୁ ଅନେକ ଟଙ୍କା ବାହାରିଥାଏ । 
କିନ୍ତୁ ଏବେ ଏତେ ସୁନା ବାହାରି ଥିବାର ଖବର ଏବେ ସାମ୍ନାକୁ ଆସିଛି । ଏତେ ସୁନା କେଉଁ ଭକ୍ତ ଦେଲେ ଯିଏ କି ଏତେ ସୁନା ଦାନ କରିଛନ୍ତି । ଭିଡ ଭିତରର ଫାଇଦା ଉଠାଇ କେହି ଭକ୍ତ ଏଭଳି କାମ କରିଛନ୍ତି ବୋଲି ସୂଚନା ମିଳିଛି । ଭିଡ ଭିତରେ କେହି ଏଭଳି କାମ କରିଛନ୍ତି ତାଙ୍କୁ ଖୋଜିବାକୁ ସମସ୍ତେ ଚାହୁଁଛନ୍ତି । ଏହି ଭକ୍ତ ଜଣଙ୍କର ନାଁ ଏବେ ସମସ୍ତେ ଜାଣିବାକୁ ଚେଷ୍ଟା କରୁଛନ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଆସିବା ପରେ ଅନେକ କଥା ଆସୁଛି । ଏହି ଭକ୍ତ ଜଣକ କିଏ ଏବେ ଏହାକୁ ନେଇ ଆସୁଛି ପ୍ରଶ୍ନ ?