Movie prime

YouTube ପଇସା ରୁ ସ୍ତ୍ରୀ କଲେ ଏମିତି..ଖୁସି ରେ ଡେଇଁଲେ ସ୍ବାମୀ !!

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଜଣେ ୟୁଟ୍ୟୁବରଙ୍କୁ ନେଇ ଆସୁଥିବା ଖବର ଆପଣମାନେ ପାଇପାରିବେ । ଏବେ ଜଣେ ମହିଳା ଯିଏ କି ଜଣେ ୟୁଟ୍ୟୁବର । ସେ ୟୁଟ୍ୟୁବରେ ଭିଡିଓ କରି ଅନେକ ପ୍ରସିଦ୍ଧି ଲାଭ କରିଛନ୍ତି । ଆଉ ଏବେ ସେ ୟୁଟ୍ୟୁବରୁ ଅର୍ଥ ରୋଜଗାର କରୁଛନ୍ତି । ସେ ୟୁଟ୍ୟୁବରୁ ପାଇଥିବା ଟଙ୍କାରେ ତାଙ୍କ ସ୍ଵାମୀଙ୍କ ପାଇଁ ଏକ ଥାର କିଣିଛନ୍ତି ବୋଲି ଏବେ ସୂଚନା ମିଳିଛି ।
Bb
ୟୁଟ୍ୟୁବରୁ ଟଙ୍କା ରୋଜଗାର କରି ସେ ଏବେ ଏଭଳି ନାମ କରିଛନ୍ତି । ଏହି ମହିଳା ଜଣକ ଜଣେ ଶିକ୍ଷୟତ୍ରୀ ଥିଲେ । ଶିକ୍ଷୟତ୍ରୀ ରୁ ୟୁଟ୍ୟୁବରେ ଗୋଟିଏ ଭିଡିଓ ତାଙ୍କର ଭାଗ୍ୟ ବଦଳାଇ ଦେଇଛି ବୋଲି ଏବେ ଖବର ଆସିଛି । ସେ ସୁନ୍ଦର ତ୍ଵଚା ଆଉ କେଶ ପାଇଁ ଭିଡିଓ ପ୍ରସ୍ତୁତ କରନ୍ତି । ଆଉ ଏହି ଭିଡିଓ ସେ ୟୁଟ୍ୟୁବରେ ଅପଲୋଡ଼ କରନ୍ତି । ଏବେ ତାଙ୍କର ରୋଜଗାର ମାସକୁ ୮ ଲକ୍ଷ ଅଟେ । ଏହି ସବୁଥିରେ ତାଙ୍କ ସ୍ଵାମୀ ତାଙ୍କୁ ସାହାଯ୍ୟ କରିଥାନ୍ତି । ସମସ୍ତଙ୍କର ଇଚ୍ଛା ଅନେକ କିଛି ଥାଏ । ଭଲ ରୋଜଗାର କରି ପରିବାରକୁ ଖୁସିରେ ରଖିବା ସମସ୍ତଙ୍କର ଇଚ୍ଛା ଥାଏ ।
Bb
ସେଥିପାଇଁ ଲୋକମାନେ ପାଠ ପଢି ବଡ ଅଫିସର ହୁଅନ୍ତି ତ ଆଉ କେହି ବିଜନେସ କରିଥାନ୍ତି । ଏବେ ଏହି ମହିଳା ୟୁଟ୍ୟୁବର ଜଣକ ଶିକ୍ଷୟତ୍ରୀ ରୁ ଜଣେ ୟୁଟ୍ୟୁବର ହୋଇ ରାତାରାତି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଆଉ ସେ ତାଙ୍କ ସ୍ବାମୀଙ୍କୁ ଥାର୍ ଗିଫ୍ଟ କରିଛନ୍ତି । ଏହି ମହିଳା ୟୁଟ୍ୟୁବର ଜଣକର ନାମ ହେଉଛି ପ୍ରୀତି ପ୍ରେରଣା । ସେ ପ୍ରତିଦିନ ସୁନ୍ଦର ଚେହେରା ଆଉ କେଶ ବଢ଼ାଇବା ପାଇଁ ଭିଡିଓ ପ୍ରସ୍ତୁତ କରନ୍ତି । ଆଉ ତାଙ୍କର ଏହି ଭିଡିଓକୁ ମିଲିୟନ ମିଲିୟନ ଲୋକ ଦେଖନ୍ତି । ତାଙ୍କର ୫ ମିଲିୟନ ରୁ ଅଧିକ ସବସ୍କ୍ରାଇବର ଅଛନ୍ତି ।
ପ୍ରୀତି ତାଙ୍କ ଜୀବନର ସଙ୍ଘର୍ଷ ବିଷୟରେ ମଧ୍ୟ କହିଛନ୍ତି । ସେ ୧୫ ବର୍ଷ ଧରି ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଆଉ ସେ ବିବାହ କରିବା ପରେ ଏହି ଶିକ୍ଷୟତ୍ରୀ କାର୍ଯ୍ୟ ଛାଡି ଦେଇଥିଲେ । ଏହାପରେ ସେ ୟୁଟ୍ୟୁବରେ ଭିଡିଓ କରିବା ଆରମ୍ଭ କରି ଦେଇଥିଲେ । ଆଉ ତାଙ୍କର ଗୋଟିଏ ଭିଡିଓ ପ୍ରଥମେ ଭାଇରାଲ ହୋଇଥିଲା । ଏହି ଭିଡିଓରୁ ସେ ପ୍ରଥମେ ୮ ହଜାର ଟଙ୍କା ରୋଜଗାର କରିଥିଲେ । ଆଉ ଏବେ ତାଙ୍କର ମାସିକ ଆୟ ୮ ଲକ୍ଷ ଯାହା ସେ ୟୁଟ୍ୟୁବରୁ ପାଉଛନ୍ତି । ଏବେ ତାଙ୍କୁ ନେଇ ତାଙ୍କ ପରିବାର ବହୁତ ଖୁସି ହେଉଛନ୍ତି । ଏହି ୟୁଟ୍ୟୁବରେ ଭିଡିଓ ପାଇଁ ତାଙ୍କ ସ୍ଵାମୀ ତାଙ୍କୁ ସାହାଯ୍ୟ କରୁଛନ୍ତି ।

Around The Web